ପ୍ରଥମାଷ୍ଟମୀରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଏଣ୍ଡୁରୀ ପିଠା ସହିତ କୋଶିଳା ଶାଗର ତରକାରୀ
ଓଡିଆମାନଙ୍କ ଘରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ । ସେହି ସବୁ ପର୍ବ ମଧ୍ୟରେ ଗୋଟିଏ ହେଉଛି ପ୍ରଥମାଷ୍ଟମୀ । ଏହି ଦିନ ଘରର ପ୍ରଥମ ସନ୍ତାନଙ୍କୁ ପୂଜା କରିବା ସହ ନୂଆ ଡ୍ରେସ୍ ମଧ୍ୟ ଦିଆଯାଏ । ଏହାସହ ଘରେ ଏଣ୍ଡୁରୀ ପିଠା ସହିତ କୋଶିଳା ଶାଗର ତରକାରୀ ମଧ୍ୟ ତିଆରି କରାଯାଏ । ସେଥିପାଇଁ…