ଭୂଲ୍ରେ ବି ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ
ସ୍ୱାସ୍ଥ୍ୟ ରହିବା ଉତ୍ତମ ଖାଦ୍ୟ ଖାଇବା ଜରୁରୀ । ତେବେ କେଉଁ ଖାଦ୍ୟ କେତେବେଳେ ଖାଇବା ଦ୍ୱାରା ଶରୀର ସୁସ୍ଥ ରହେ ସେ କଥା ନିହାତି ଜାଣିବା ଜରୁରୀ । ତବେ ବେଳେ ବେଳେ ଲୋକେ ଠିକ୍ ଢ଼ଙ୍ଗରେ ଖାଦ୍ୟ ନନେବା ଯୋଗୁ ଶରୀର ପାଇଁ ଏହା କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା ଏମିତି କିଛି ଖାଦ୍ୟ…