ବିକ୍ରି ହେବାକୁ ଯାଉଛି ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ପଲ ଏଲେନଙ୍କର ୩୨.୫ କୋଟି ଡଲାରର ଅକ୍ଟୋପସ ସୁପର ୟାଟ
ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ପଲ ଏଲେନ(Paul Allen)ଙ୍କର ୪୧୪ ଫୁଟ ଲମ୍ବ ଓ ୩୨.୫ କୋଟି ଡଲାର(ପାଖାପାଖି ୨୩୦୭.୫ କୋଟି ଟଙ୍କା)ର ଅକ୍ଟୋପସ ସୁପର ୟାଟ ବିକ୍ରି ହେବାକୁ ଯାଉଛି । ଏହି ୟାଟକୁ ପ୍ରସ୍ତୁତ କରିବା ପାଇଁ ପଲ ପ୍ରାୟ ୧୪୨୦ କୋଟି ଟଙ୍କା ଦେଇଥିଲେ ଓ ଏହାକୁ ୨୦୦୩ ମସିହାରେ ଲଞ୍ଚ…