ଅଳ୍ପକେ ଟଳିଛି ବଡ଼ ବିପଦ ! ଯାଜପୁର ଜାତୀୟ ରାଜପଥ ଉପରେ ଦବିଲା ବ୍ରିଜ୍
ଯାଜପୁର (କେନ୍ୟୁଜ୍): ଜାତୀୟ ରାଜପଥ ଉପରେ ଦବିଲା ବ୍ରିଜ୍ । ଅଳ୍ପକେ ଟଳିଛି ବଡ଼ ବିପଦ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନିକଟ NH-16ରେ ଥିବା ପୋଲ ଦବି ଯାଇଛି । ବ୍ରିଜ୍ ଦବିବା ଯୋଗୁ ସେହି ରାସ୍ତା ଦେଇ ଯାତାୟାତ ବନ୍ଦ ରହିଛି । ସୌଭାଗ୍ୟବଶତଃ ବ୍ରିଜ୍ ଦବିବା ସମୟରେ କେହି ଯାତାୟାତ କରୁ…