Browsing Tag

foot scrub

ଚେହେରା ପରି ଚମକାନ୍ତୁ ପାଦ, ଚିନାବାଦାମରେ ନିୟମିତ କରନ୍ତୁ ଫୁଟ ସ୍କ୍ରବ

ସାଧାରଣତଃ ଆମେ ନିଜ ଚେହେରାର ଯେତିକି ଯତ୍ନ ନେଉ ସେହି ପରିମାଣର ଧ୍ୟାନ ନିଜ ହାତ, ପାଦ ପ୍ରତି ଦେଇ ନଥାଉ । ଆମେ ଭୁଲିଯାଉକି ଆମ ହାତ, ପାଦ ମଧ୍ୟ ସମାନ ପରିମାଣର ଯତ୍ନ ଆବଶ୍ୟକ କରେ । ଚେହେରା ଯେତେ ଚମକି ଉଠିଲେ ବି ଯଦି ହାତ, ପାଦ ଆଦି ମଳିନ ଦେଖାଯାଏ । ତେବେ ଜଣଙ୍କର ପୁରା ଲୁକସ ଖରାପ…