ଓଡ଼ିଶା ମହିଳା ଫୁଟ୍ବଲ୍ ଦଳର କୋଚ୍ ହେଲେ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ
ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଗୁଜରାଟରେ ଅନୁଷ୍ଠିତ ହେବାକୁ ଥିବା ୩୬ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଲାଗି ଅନ୍ତର୍ଜାତୀୟ ଫୁଟ୍ବଲର୍ ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ଓଡ଼ିଶା ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ଗୁରୁବାର ଠାରୁ କିଟ୍ ପରିସରରେ ଆରମ୍ଭ ହୋଇଥିବା…