Browsing Tag

football match

ଫୁଟବଲ ଲାଇଭ ମ୍ୟାଚରେ ଖେଳାଳିଙ୍କ ଉପରେ ପଡିଲା ବିଜୁଳି, ଚାଲିଗଲା ଜୀବନ: ଦେଖନ୍ତୁ ଭିଡିଓ

ଇଣ୍ଡୋନେସିଆରେ ବାଡୁଙ୍ଗରେ ଚାଲିଥିବା ଏକ ଫୁଟବଲ ମ୍ୟାଚରେ ଅଘଟଣ । ବିଜୁଳି ମାରିବାରୁ ଚାଲିଗଲା ଜଣେ ଖେଳାଳିଙ୍କ ଜୀବନ । ଖରାପ ପାଣିପାଗ ସମୟରେ ମ୍ୟାଚ ଖେଳାଯାଉଥିବା ବେଳେ ହଠାତ୍‌ ବିଜୁଳି ଜଣେ ଖେଳାଳିଙ୍କ ଉପରେ ପଡିଥିଲା । ବିଜୁଳି ପଡିବା ସଙ୍ଗେ ସଙ୍ଗେ ଖେଳାଳିଙ୍କ ଜୀବନ ଚାଲିଯାଇଥିଲା ।…

ସଡନ ଡେଥରେ କୁଏତକୁ ହରାଇ ସାଫ୍‌ ଚାମ୍ପିଅନସିପ କପ୍‌ ବାଜି ମାରିଲା ଭାରତ

ସାଫ କପ୍‌ ବାଜିମାରିନେଲା ଭାରତ । ସୁନୀଲ ଛେତ୍ରୀଙ୍କ ଟିମ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ସାଫ କପ୍ ହାତେଇଛି। ଫାଇନାଲରେ ଦଳ କୁଏତକୁ ସଡନ ଡେଥ(୫-୪)ରେ ହରାଇଛି। ଶୁଟ ଆଉଟର ପ୍ରଥମ ୫ଶଟ ପରେ ସ୍ଥିତି ୪-୪ରେ ରହିଥିଲା। ଏହାପରେ ଭାରତ ସଡନ ଡେଥର ପ୍ରଥମ ଶଟ୍ ଗୋଲରେ ପରିଣତ କରିଥିଲା।…

ଭାରତ-ପାକିସ୍ତାନ ମ୍ୟାଚରେ ମୁହାଁମୁହିଁ ହେଲେ ଖେଳାଳି, ଭିଡିଓ ଭାଇରଲ

ସାଉଥ୍ ଏସିଆନ ଫୁଟବଲ ଫେଡେରେସନ (ସାଫ୍) ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ୪-୦ରେ ହରାଇଛି ଭାରତ । ଆଉ ମ୍ୟାଚ୍ ସମୟରେ ମୁହାଁମୁହିଁ ହୋଇଛନ୍ତି ଚିରପ୍ରତିଦ୍ବନ୍ଦ୍ବୀ ଭାରତ ଏବଂ ପାକିସ୍ତାନ । ଉଭୟ ଦଳର ଖେଳାଳି ଏହି ଲାଇଭ ମ୍ୟାଚରେ ହାତାହାତି ହୋଇଥିବା ମଧ୍ୟ ଦେଖା ଯାଇଛି । କିଛି ସମୟ ଏହି…

SAFF Cup 2023: ସୁନୀଲ ଛେତ୍ରୀଙ୍କ ହ୍ୟାଟ୍ରିକ, ଭାରତ ପାକିସ୍ତାନକୁ ୪-୦ରେ ହରାଇଲା

ସାଉଥ୍ ଏସିଆନ ଫୁଟବଲ ଫେଡେରେସନ (ସାଫ୍‌) ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ୪-୦ରେ ହରାଇଛି ଭାରତ । ବେଙ୍ଗାଲୁରୁର ଶ୍ରୀକାନ୍ତିରବା ଷ୍ଟାଡିୟମରେ ହୋଇଥିବା ମ୍ୟାଚରେ ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ ହ୍ୟାଟ୍ରିକ ଗୋଲ୍‌ କରି ପାକିସ୍ତାନକୁ ପରାସ୍ତ କରିଛନ୍ତି । ସୁନୀଲ ଛେତ୍ରୀ…

ଅଲ୍‌ ସଲ୍‌ଭାଡୋର୍‌ରେ ଫୁଟବଲ ମ୍ୟାଚ୍‌ ବେଳେ ଦଳାଚକଟା; ୧୨ ମୃତ

ଅଲ୍‌ ସଲ୍‌ଭାଡୋର୍‌ରେ ଶନିବାର ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ପ୍ରବେଶ କରିବା ବେଳେ ଦଳାଚକଟାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ପ୍ରବେଶ ଦ୍ୱାର ବନ୍ଦ ହେବା ପରେ…

ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ୍‌ ଦଙ୍ଗା ଘଟଣାରେ ମୃତକଙ୍କ ସଂଖ୍ୟା ୧୭୪କୁ ବୃଦ୍ଧି

ଇଣ୍ଡୋନେସିଆ ଫୁଟବଲ ମ୍ୟାଚ୍ ଦଙ୍ଗା ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ସକାଳେ ପ୍ରକାଶିତ ଖବର ଅନୁଯାୟୀ, ମ୍ୟାଚ୍‌ ସମୟରେ ଦଙ୍ଗା ଯୋଗୁଁ ୧୨୭ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିବା ବେଳେ ଏ ସଂଖ୍ୟା ୧୭୪କୁ ବୃଦ୍ଧି ପାଇଛି। ଏଥିରେ ୧୮୦ ଜଣ ଆହତ ମଧ୍ୟ ହୋଇଛନ୍ତି। ଏହି…

ଇଣ୍ଡୋନେସିଆର ଫୁଟବଲ ମ୍ୟାଚ ବେଳେ ଦଙ୍ଗା : ୧୨୭ ଲୋକଙ୍କ ମୃତ୍ୟୁ, ୨୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ ବେଳେ ଦେଖିବାକୁ ମିଳିଛି ଏକ ଭୟଙ୍କର କାଣ୍ଡ । ମ୍ୟାଚ ବେଳେ ଚାଲିଯାଇଛି ୧୨୭ ଜଣଙ୍କର ଜୀବନ। ୨୦୦ରୁ ଅଧିକ ଆହତ ହୋଇଛନ୍ତି । ଏହି ହିଂସାକାଣ୍ଡରେ ଘଟଣାସ୍ଥଳରେ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୩ ଜଣ ହସ୍ପିଟାଲରେ ଚିକିତ୍ସା ସମୟରେ ପ୍ରାଣ…

ଭାରତୀୟ ଫୁଟବଲ ସଂଘ ଉପରୁ ବ୍ୟାନ ହଟାଇଲା ଫିଫା, ଭାରତରେ ଆୟୋଜନ ହେବ ୧୭ ବର୍ଷରୁ କମ ମହିଳା ବିଶ୍ଵକପ୍

ଭାରତୀୟ ଫୁଟବଲ୍‌ ପ୍ରେମୀଙ୍କ ପାଇଁ ଖୁସିର ଖବର। ୧୧ ଦିନ ପୂର୍ବରୁ ଉପୁଜିଥିବା ଦ୍ୱନ୍ଦ୍ୱ ଉପରୁ ପରଦା ହଟିଛି । ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ଉପରେ ଲାଗିଥିବା କଟକଣାକୁ ଫିଫା ହଟାଇ ଦେଇଛି । ଏହା ଫଳରେ ଭାରତରେ ହେବାକୁ ଥିବା ଫିଫା ଜୁନିୟର ମହିଳା ବିଶ୍ୱକପ ଫୁଟବଲ ପାଇଁ ଥିବା…

କଳିିଙ୍ଗ ଷ୍ଟାଡିୟମରେ ଭାରତ-ବାଂଲାଦେଶ ଫୁଟବଲ ମ୍ୟାଚ ଦେଖିଲେ ମନ୍ତ୍ରୀ-ବିଧାୟକ, ନିମନ୍ତ୍ରଣ କରିଥିଲା କ୍ରୀଡା ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଫୁଟବଲ ମ୍ୟାଚର ମଜା ଉଠାଇଲେ ବିଧାୟକ। କଳିଙ୍ଗ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଦେଖିଲେ ବିଧାୟକ। ମ୍ୟାଚ ଦେଖିବାକୁ ନିମନ୍ତ୍ରଣ କରିଥିଲା ରାଜ୍ୟ କ୍ରୀଡା ବିଭାଗ। ସବୁଦଳର ବିଧାୟକ ଦେଖିଛନ୍ତି ଫୁଟବଲ ମ୍ୟାଚ। ମ୍ୟାଚ ଦେଖିବା ସହ କଳିଙ୍ଗ…

କାହାର କ୍ୟାରିୟର ର ଶେଷ ବର୍ଷ : କ୍ରିଷ୍ଟିଆନୋ ରୋନାଲ୍ଡୋ ନା ଲିଓନେଲ ମେସି ?

ଆପଣ ଜାଣିଥିବେ କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ ମେସି, ଫୁଟବଲ ଦୁନିଆରେ ଏହି ଦୁଇଟି ନାମ ଖୁବ ଚର୍ଚ୍ଚିତ । ଏମିତିକି ଫୁଟବଲ ଦୁନିଆରେ ଏମାନଙ୍କର କୌଣସି ପରିଚୟ ଦରକାର ନାହିଁ । ଏହି ଦୁଇଜଣ ଫୁଟବଲ ଷ୍ଟାର କେହି କାହାଠାରୁ କମ୍‌ ନୁହେଁ । ନିଜ ନିଜ ଭିତରେ ଏମାନେ ଫୁଟବଲ ଦୁନିଆର ଲେଜେଣ୍ଡ ।…

ଫୁଟବଲ ମ୍ୟାଚ ଚାଲୁଥିବା ବେଳେ ହଠାତ୍‌ ପଡିଆକୁ ଚାଲିଆସିଲେ ଦୁଇଟି କଙ୍ଗାରୁ, ଆଉ ତା’ ପରେ …

କ୍ରିକେଟ କିମ୍ବା ଫୁଟବଲ ମ୍ୟାଚରେ ବିଲେଇ କିମ୍ବା କୁକୁର ବୁଲୁଥିବାର ଆପଣ ହୁଏତ କେବେ ଦେଖିଥିବେ। କିନ୍ତୁ କେବେ ଫୁଟବଲ ମ୍ୟାଚରେ କଙ୍ଗାରୁ ପସିଆସିଥିବା ଦେଖିଛନ୍ତି କି ? ହୁଏତ ନା। କିନ୍ତୁ ଏପରି ଏକ ଘଟଣା ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି।…

ଫୁଟବଲ୍‌ ମ୍ୟାଚ୍‌ରେ ଦର୍ଶକଙ୍କ ସିଟ୍‌ରେ ବସିଥିଲେ କଣ୍ଢେଇ, କିନ୍ତୁ ପରେ ଜଣାପଡ଼ିଲା ତାହା ଥିଲା ସେକ୍ସ ଡଲ୍‌

କରୋନା ଯୋଗୁ ଏବେ ଲୋକଙ୍କ ଏକାଠି ହେବା ଉପରେ ପ୍ରତିବନ୍ଧକ ଲାଗିଛି। ଏଣୁ ସିନେମା ହଲ, ଜିମ୍‌ ପ୍ରଭୃତି ବନ୍ଦ ରହିଛି। ଅନ୍ୟପଟେ ଷ୍ଟାଡିୟମ୍‌ ଓ ଖେଳ ଆୟୋଜନ ଆଦି ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି। ତେବେ ନିକଟରେ ଦକ୍ଷିଣ କୋରିଆର ଏକ ଷ୍ଟାଡିୟମ୍‌ରେ ଏକ ଫୁଟବଲ୍‌ ମ୍ୟାଚ୍‌ ଆୟୋଜିତ…