Browsing Tag

football

ପ୍ରଖ୍ୟାତ ଫୁଟବଲ ଖେଳାଳି ଫ୍ରାନଜ ବେକେନବାଓରଙ୍କ ପରଲୋକ, ଜର୍ମାନୀକୁ ୨ଥର କରିଥିଲେ ବିଶ୍ୱବିଜେତା

ମାରୟୋ ଜଗାଲୋ ପରେ ଜର୍ମାନୀ ଫୁଟବଲର ଏବଂ କୋଚ ଫ୍ରାନଜ୍‌ ବେକେନବାଓର ଦୁନିଆକୁ ଅଲବିଦା କହିଛନ୍ତି । ୭୮ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରିବାର ପକ୍ଷରୁ ନିଧନ ହୋଇଥିବା ଖବର ପୃଷ୍ଟି କରାଯାଇଛି । ରବିବାର ଦିନ ନିଜ ବାସଭବନରେ ତାଙ୍କର ମୃତ୍ୟୁ ହୋଇଛି । ଫ୍ରାନଜଙ୍କୁ…

କ୍ରୀଡ଼ା ଜଗତ ପାଇଁ ଦୁଃଖଦ ଖବର: ବ୍ରାଜିଲର କିମ୍ବଦନ୍ତି ଫୁଟବଲ ଖେଳାଳି ପେଲେ’ଙ୍କ ପରଲୋକ

କେନ୍ୟୁଜ୍‌(ବ୍ୟୁରୋ): କ୍ରୀଡ଼ା ଜଗତ ପାଇଁ ଦୁଃଖଦ ଖବର । ଆଉ ନାହାନ୍ତି ଫୁଟବଲ କିମ୍ବଦନ୍ତି ପେଲେ । ବ୍ରାଜିଲର କିମ୍ବଦନ୍ତି ଫୁଟବଲ ଖେଳାଳି ପେଲେ । ୮୨ ବର୍ଷରେ ମହାନ ଫୁଟବଲ ଖେଳାଳି ଦୁଇ ବର୍ଷ ଧରି କ୍ୟାନସରରେ ପୀଡ଼ିତ ଥିଲେ । ପେଲେ ହେଉଛନ୍ତି ବିଶ୍ୱର ଏକମାତ୍ର ଖେଳାଳି ଯିଏକି ତିନ ଥର…

ଫିଫା ବିଶ୍ୱକପ୍‌ ଫାଇନାଲ: ଟାଇଟଲ୍‌ ପାଇଁ ଆର୍ଜେଣ୍ଟିନା ସହ ଲଢ଼ିବ ଫ୍ରାନ୍ସ

କେନ୍ୟୁଜ୍: ଫିଫା ବିଶ୍ୱକପ୍‌ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଫ୍ରାନ୍ସ । ୧୮ ତାରିଖରେ ଆର୍ଜେଣ୍ଟିନା ସହ ଟାଇଟଲ୍‌ ପାଇଁ ଲଢ଼ିବ । ଗତକାଲି ଦ୍ୱିତୀୟ ସେମିରେ ମରକ୍କୋକୁ ୨-୦ରେ ପରାସ୍ତ କରିଥିଲା । ଚତୁର୍ଥ ଥର ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । ଲଗାତାର ଦ୍ୱିତୀୟ ଥର…

ଭାଙ୍ଗି ଦିଆଯିବ ଇଣ୍ଡୋନେସିଆର ଫୁଟବଲ୍‌ ଷ୍ଟାଡିୟମ୍‌! ଯେଉଁଠି ଦଳାଚକଟାରେ ଚାଲି ଯାଇଥିଲା ୧୩୩ ଲୋକଙ୍କ ଜୀବନ

ଇଣ୍ଡୋନେସିଆର ମଲଙ୍ଗସ୍ଥିତ ଫୁଟବଲ ଷ୍ଟାଡିୟମ୍‌କୁ ଭାଙ୍ଗି ଦିଆଯିବ। ନିକଟରେ ଏହି ଷ୍ଟାଡିୟମ୍‌ରେ ହୋଇଥିବା ଦଳାଚକଟାରେ ଶହ ଶହ ଲୋକଙ୍କ ଜୀବନ ଚାଲି ଯାଇଥିଲା। ଏବେ ଏହି ଷ୍ଟାଡିୟମ୍‌କୁ ମାଟିରେ ମିଶାଇବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରତିଶ୍ରୁତି ଦେଇଛନ୍ତି…

ଆଜିଠୁ ଫୁଟବଲ ମହାକୁମ୍ଭ, କମ୍ପିବ କଳିଙ୍ଗ ଷ୍ଟାଡିୟମ: ଆଜି ମୁହାଁମୁହିଁ ହେବେ ଭାରତ-ଆମେରିକା

ଭୁବନେଶ୍ୱର(କେନ୍ୟୁଜ୍):  ଆଜିଠୁ ଫୁଟବଲ ମହାକୁମ୍ଭ । ଆରମ୍ଭ ହେବ ଅଣ୍ଡର-17 ମହିଳା ଫିଫା ବିଶ୍ୱକପ୍‌ । କମ୍ପିବ କଳିଙ୍ଗ ଷ୍ଟାଡିୟମ । ୪ଟି ଗ୍ରୁପରେ ୧୬ଟି ଦେଶର ଖେଳାଳିଙ୍କ ମଧ୍ୟରେ ହେବ ଟକ୍କର । କଳିଙ୍ଗ ଷ୍ଟାଡିୟମରେ ୩ଟି ମ୍ୟାଚ ଖେଳାଯିବ । ଆଜି ମୁହାଁମୁହିଁ ହେବେ ଭାରତ-ଆମେରିକା ।…

ସ୍କୁଲ ପିଲାଙ୍କୁ ବଣ୍ଟାଯିବ ୪୩  ହଜାର ଫୁଟବଲ, ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ସ୍କୁଲ ପିଲାଙ୍କୁ ବଣ୍ଟାଯିବ ୪୩  ହଜାର ଫୁଟବଲ। ୨ ହଜାର ସ୍କୁଲରେ ବଣ୍ଟନ ହେବ ୪୩ ହଜାର ଫୁଟବଲ। ସମସ୍ତଙ୍କ ପାଇଁ ଫୁଟବଲ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍କୁଲ ପିଲାଙ୍କ ମଧ୍ୟରେ ଫୁଟବଲ ପ୍ରତି ଆଗ୍ରହ ସୃଷ୍ଟି କରାଇବା ଲକ୍ଷ୍ୟରେ ଏହି…

ଭାରତୀୟ ଫୁଟ୍‌ବଲ ମହାସଂଘକୁ ସସ୍‌ପେଣ୍ଡ୍‌ କଲା FIFA, ଆଉ ଭାରତ କରିପାରିବନି ମହିଳା ବିଶ୍ୱକପ୍‌ ହୋଷ୍ଟିଂ

ଇଣ୍ଟରନ୍ୟାସନାଲ ଫେଡେରେସନ୍‌ ଅଫ୍‌ ଆସୋସିଏସନ୍‌ ଫୁଟବଲ (ଫିଫା) ପକ୍ଷରୁ ଭାରତୀୟ ଫୁଟ୍‌ବଲ ମହାସଂଘକୁ ସସ୍‌ପେଣ୍ଡ୍‌ କରି ଦିଆଯାଇଛି। ଏହି ନିଲମ୍ବନର କାରଣ ସମ୍ପର୍କରେ ଫିଫା କହିଛି ଯେ ଅଲ୍‌ ଇଣ୍ଡିଆ ଫୁଟବଲ୍‌ ଫେଡେରେସନ୍‌ (AIFF)ରେ ତୃତୀୟ ପକ୍ଷ ତରଫରୁ ସବୁବେଳେ ଅନାଧିକୃତ ପ୍ରବେଶ ଯୋଗୁ…

ଭାରତ ଖୁବ୍‌ ଶୀଘ୍ର ଅଲିମ୍ପିକ୍ସରେ ଖେଳିବ ଭଲିବଲ୍‌, ଆଶା ପ୍ରକଟ କରିଛନ୍ତି ଏଫ୍‌ଆଇଭିବି ମହାନିର୍ଦ୍ଦେଶକ

କେନ୍ୟୁଜ୍(ବ୍ୟୁରୋ): ଭଲିବଲ୍‌ ଅନେକଙ୍କୁ ଯୋଡ଼ିପାରୁଥିବା ଏକ ଚମତ୍କାର ଖେଳ । ଭାରତୀୟ ଭଲିବଲ୍‌ ସଫଳତା ଦୃଷ୍ଟିରୁ ପରିଚିତ ନଥିଲେ ମଧ୍ୟ ଖୁବ୍‌ ଶୀଘ୍ର ଅଲିମ୍ପିକ୍ସ ଓ ବିଶ୍ଵ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିବ । ଏମିତି ଆଶା ପ୍ରକଟ କରିଛନ୍ତି ଏଫ୍‌ଆଇଭିବି (ଫେଡେରେସନ୍‌ ଅଫ୍‌…

ଘରେ ଫୁଟବଲ୍ ଖେଳୁଥିବା ପିଲାଟି ଏମିତି ମାରିଲା କିକ୍, ପାଖରେ ବସିଥିବା ବାପାଙ୍କ କାନ ମୁଣ୍ଡା ପୁରା…

ଆଜିକାଲି ସୋସିଆଲ ମିଡିଆରେ ଏକ ଏମିତି ମଜାଦାର ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଜିକାଲିର ପିଲା କେତେ ଦୁଷ୍ଟ ତାହା ପ୍ରମାଣ ପାଇଯିବେ। ଏହି ଭିଡିଓଟି ଏକ ପୁଅ ଏବଂ ବାପାଙ୍କ ସହ ଜଡିତ। ଭିଡିଓରେ କୁନି ପିଲାମାନେ ଯାହା ବି କରନ୍ତି ତାହା ଦେଖିବାକୁ ବହୁତ ମଜାଦାର ଲାଗିଥାଏ । ଯଦିଓ…

ଇତିହାସ ସୃଷ୍ଟି କଲା ଓଡ଼ିଶା ପୁରୁଷ ଭଲିବଲ୍‌ ଦଳ, ୩୪ତମ ଫେଡେରେସନ୍‌ କପ୍‌ର ସେମିଫାଇନାଲ୍‌ରେ ଓଡ଼ିଶା

ଭୁବନେଶ୍ବର(କେନ୍ୟୁଜ୍): ଇତିହାସ ସୃଷ୍ଟି କଲା ଓଡ଼ିଶା ପୁରୁଷ ଭଲିବଲ୍‌ ଦଳ । ୩୪ତମ ଫେଡେରେସନ୍‌ କପ୍‌ର ସେମିଫାଇନାଲ୍‌ରେ ପହଞ୍ଚିଲା ଓଡ଼ିଶା । ସିନିୟର ବିଭାଗରେ ଭଲିବଲ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆର କୌଣସି ସିନିୟର ଚାମ୍ପିଅନ୍‌ସିପ୍‌ରେ ପ୍ରଥମ ଥର ଲାଗି ଓଡ଼ିଶା ସେମିଫାଇନାଲ୍‌ରେ ପହଞ୍ଚିଛି…

ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କ ସହ ଫୁଟବଲ୍‌ ଖେଳୁଛନ୍ତି ଏମ୍‌ଏସ୍‌ ଧୋନି, ଦେଖନ୍ତୁ ଫଟୋ

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ଏମ୍‌ଏସ୍‌ ଧୋନି ଆଇପିଏଲ୍‌ର ଦ୍ୱିତୀୟ ରାଉଣ୍ଡ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ମାହି ନିଜ ଫିଟ୍‌ନେସ୍‌ ପାଇଁ ଜିମ୍‌ରେ ଝାଳ ବୁହାଉଛନ୍ତି ଓ ନେଟ୍‌ରେ ବି ଅଭ୍ୟାସ କରୁଛନ୍ତି। ତଥାପି ଅଧିକ ଫିଟ୍‌ ରହିବା ପାଇଁ ସେ ଫୁଟ୍‌ବଲ ବି…

କରୋନା ଯୋଗୁଁ ଘୁଞ୍ଚିଲା ଫିଫା ମହିଳା ବିଶ୍ବକପ୍, ୨୦୨୨ରେ ହେବ ଖେଳ

ଭାରତର ବିଭିନ୍ନ ସହରରେ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ୍କୁ କୋଭିଡ୍-୧୯ ମହାମାରୀ କାରଣରୁ ୨୦୨୨ ମସିହାକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଏହା ଖେଳାଯିବାକୁ ଥିଲେ ମଧ୍ୟ କୋଭିଡ୍ କାରଣରୁ ପ୍ରଥମେ ୨୦୨୧ ମସିହା ପ୍ରଥମ ଭାଗକୁ ସ୍ଥଗିତ…