ସରକାରୀ ଅଧିକାରୀଙ୍କ ପାଇଁ ଟ୍ଵିନ୍ସିଟିରେ ଚାଲିବ ବସ, ଭଡା ରଖାଯିବ ୩୦ ଟଙ୍କା
ଭୁବନେଶ୍ୱର: ଆସନ୍ତା କାଲି ଠାରୁ ରାଜ୍ୟର କଟକ ଓ ଭୁବନେଶ୍ୱର ସହର ମଧ୍ୟରେ ବସ୍ ଚଳାଚଳ ଆରମ୍ଭ ହେବ । ସରକାରୀ ଅଧିକାରୀଙ୍କ ସୁବିଧା ପାଇଁ ଟ୍ଵିନ୍ସିଟିରେ ବସ୍ ଚଳାଚଳ କରିବ । ବସ୍ ଭଡା ୩୦ ଟଙ୍କା ରହିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେହିପରି ଗ୍ରୀନ୍…