ଇନଷ୍ଟାଗ୍ରାମରେ ୪୦ ମିଲିୟନ ଫଲୋଅର୍ସ ହେବା ପରେ ଫୋର୍ବସ ଲିଷ୍ଟରେ ସ୍ଥାନ ପାଇଲେ ଜନ୍ନତ ଜୁବୈର
ଆପଣ ଜନ୍ନତ ଜୁବେରଙ୍କ ନିଶ୍ଚିତ ଜାଣିଥିବେ। ଟିକ୍ଟକ୍ ଷ୍ଟାର ରିଲ୍ସ କରି ଅନେକ ଲୋକପ୍ରିୟ। ଖାଲି ସେତିକି ନୁହେଁ ଅଭିନେତ୍ରୀ ଜନ୍ନତ୍ ଜୁବେର୍ ସୋସିଆଲ୍ ମିଡିଆରେ ବେଶ୍ ଲୋକପ୍ରିୟ । ସେ ସବୁବେଳେ ଇନଷ୍ଟାଗ୍ରାମରେ ସେ ବେଶ୍ ଆକ୍ଟିଭ୍ ରହିଥାନ୍ତି । ଆଉ ଫଟୋ ଓ ଭିଡିଓ ସେୟାର କରନ୍ତି। ଖାସ୍…