Browsing Tag

foreign tour

ଏବେ ଭୁଲିଯାଆନ୍ତୁ ଟ୍ରେନ ଆଉ ଫ୍ଲାଇଟ କାରଣ ଏବେ ବସରେ କରିପାରିବେ ବିଦେଶ ଭ୍ରମଣ, ୭୦ଦିନରେ ୧୮ଦେଶ

ଆମେ ଜାଣିଛେ ଦୁନିଆରେ ବହୁତ ଲୋକେ ଅଛନ୍ତି ଯେଉଁମାନେ ବୁଲିବାକୁ ବହୁତ ପସନ୍ଦ କରନ୍ତି । ଆଉ କୋଉଠି ବି ବେଶୀ ସମୟ ରହିବାକୁ ଏଭଳି ଲୋକେ ପସନ୍ଦ କରନ୍ତି ନାହିଁ । କିଛି ଲୋକଙ୍କର ତ ଏପରି ଲକ୍ଷ୍ୟ ଥାଏ କି ବଞ୍ଚିଥିବା ଭିତରେ ସବୁ ସ୍ଥାନ ବୁଲିଯିବେ । ଟୁର ଟ୍ରାଭେଲ ହିଁ ସେମାନଙ୍କର ଗୋଟିଏ…

୨୦ରୁ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ: ଓ୍ଵାର୍ଲଡ ଫୁଡ୍‌ ପ୍ରୋଗ୍ରାମରେ ଯୋଗ ଦେବା ପାଇଁ ଯିବେ ରୋମ୍, ୨୯ରେ ଦୁବାଇରେ…

ଭୁବନେଶ୍ବର(କେନ୍ୟୁଜ): ୨୦ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ୧୦ ଦିନିଆ ବିଦେଶ ଗସ୍ତ । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବେ । ଓ୍ଵାର୍ଲଡ ଫୁଡ୍‌ ପ୍ରୋଗ୍ରାମରେ ଯୋଗ ଦେବା ପାଇଁ ୨୦ ତାରିଖରେ ରୋମ୍‌ ଅଭିମୁଖେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ । ଜାତିସଂଘ ଆୟୋଜିତ କାର୍ଯ୍ୟକ୍ରମରେ…

ପ୍ରଧାନ ମନ୍ତ୍ରୀ ମୋଦିଙ୍କ ୩ ବର୍ଷର ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ଏତିକି ଟଙ୍କା

ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁ ବିଦେଶ ଗସ୍ତ କରିସାରିଛନ୍ତି । ତାଙ୍କ ବିଦେଶ ଗସ୍ତ ଗୁଡିକ ମଧ୍ୟ ଖୁବ ଚର୍ଚ୍ଚାର ପରିସରକୁ ଆସିଛି । ଏହି ସମୟରେ ବହୁ ଗୁରୁତ୍ୱ ପୁର୍ଣ ଚୁକ୍ତି ମାନ ସ୍ଵାକ୍ଷର କରିଛନ୍ତି । କିନ୍ତୁ ତାଙ୍କର ଏହି ଗସ୍ତ…

ପାପୁଲିର ଏହି ସଂକେତ ଜଣାଇଥାଏ ଆପଣଙ୍କର ବିଦେଶ ଯାତ୍ରାର ଯୋଗ ଅଛି ନା ନାହିଁ !

ଅନେକ ଲୋକଙ୍କ ମନରେ ଏହା ନିଶ୍ଚୟ ଭାବରେ ସ୍ୱପ୍ନ ଥାଏ ଯେ ଜୀବନରେ କେବେ ବିଦେଶ ଯାତ୍ରା ନିଶ୍ଚୟ କରିବା ପାଇଁ। ବିଦେଶ ଯାତ୍ରର ସୁଖ ସେହି ବ୍ୟକ୍ତି ପାଇପାରିବେ ଯେଉଁ ମାନଙ୍କ ପାଖରେ ପୂର୍ବରୁ ଅନେକ ଜିନିଷ ଉପଲବ୍ଧ ଥିବ। ଏହାଛଡା ସେହି ବ୍ୟକ୍ତି ବିଦେଶ ଯାତ୍ରାର ସୁଖ ପାଇପାରିବ ଯେଉଁମାନଙ୍କ…