Browsing Tag

forest fires breaks out

ହୁତୁ ହୁତୁ ହୋଇ ଜଳୁଛି ଏକର ଏକର ପାଖୁଡି ବଣ, ଆଖପାଖ ୫କିମି ଦୂର ଯାଏ ଖାଲି ଧୂଆଁମୟ

କାକଟପୁର(କେନ୍ୟୁଜ): ବୈଶାଖ ମାସ ସାଙ୍ଗକୁ ବହୁଛି ଦକ୍ଷିଣାପବନ । ଠିକ ଏହି ସମୟରେ ଅସ୍ତରଙ୍ଗ ନିକଟ ସିଲାରି ପାଖୁଡି ବଣରେ ଲାଗିଛି ନିଆଁ । ହୁତୁ ହୁତୁ ହୋଇ ଜଳୁଛି ଏକର ଏକର ପାଖୁଡି ବଣ । ନିଆଁ ର ପ୍ରକୋପ ଭୟଙ୍କର ଭାବରେ ଜଳାଇ ଚାଲିଛି ପାଖୁଡି ବଣ କୁ । କେବଳ ଦେଖଣାହାରୀ ସାଜି ନିଆଁ କୁ…

ସମ୍ବଲପୁର-ହୀରାକୁଦ ରାସ୍ତାରେ ଥିବା ଲକ୍ଷ୍ମୀଡୁଙ୍ଗୁରୀ ପାହାଡରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଙ୍ଗଲ ଜଳିପୋଡି ପାଉଁଶ

କେନ୍ୟୁଜ୍: ଜଳୁଛି ଜଙ୍ଗଲ। ସମ୍ବଲପୁର-ହୀରାକୁଦ ରାସ୍ତାରେ ଥିବା ଲକ୍ଷ୍ମୀଡୁଙ୍ଗୁରୀ ପାହାଡରେ ନିଆଁ ଲାଗି ପୁରା ଜଙ୍ଗଲକୁ ବ୍ୟାପିଯାଇଥିଲା। କିଛି ସମୟ ମଧ୍ୟରେ ଜଳିପୋଡି ପାଉଁଶ ହୋଇଯାଇଥିଲା ପୁରା ଜଙ୍ଗଲ। ଫଳରେ ଅନେକ ମୂଲ୍ୟବାନ ଗଛ ସବୁ ଜଳି ଯାଇଛି। ୩ଘଣ୍ଟା ପରେ ବନବିଭାଗ, ଅଗ୍ନିଶମ ବିଭାଗ…