ଲାଞ୍ଚ ନେଇ ଫସିଲେ ସମ୍ବଲପୁର ସଦର ରେଞ୍ଜ ଫରେଷ୍ଟ ଗାର୍ଡ ମଧୁସ୍ମିତା ମହାପାତ୍ର, ବିଲ୍ କରାଇବା ପାଇଁ ନେଉଥିଲେ ୩୬…
କେନ୍ୟୁଜ (ବ୍ୟୁରୋ): ଲାଞ୍ଚ ନେଇ ଗିରଫ ହେଲେ ସମ୍ବଲପୁର ସଦର ରେଞ୍ଜ ଫରେଷ୍ଟ ଗାର୍ଡ ମଧୁସ୍ମିତା ମହାପାତ୍ର । ଏକ ବିଲ୍ କରାଇବା ପାଇଁ ୩୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚଢ଼ାଉ କରି ରେଡ୍ହ୍ୟାଣ୍ଡ ଧରିଛି ସମ୍ବଲପୁର ଭିଜିଲାନ୍ସ । ବେହେରାଣୀବସା ବନ ସୁରକ୍ଷା ସମିତି କୋଷାଧ୍ୟକ୍ଷ…