ଭୁବନେଶ୍ୱରରେ ଫରେଷ୍ଟ ସ୍ପୋର୍ଟ୍ସ ମିଟ୍କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱରରେ ଫରେଷ୍ଟ ସ୍ପୋର୍ଟ୍ସ୍ସ ମିଟ୍ ଉଦ୍ଘାଟିତ । ୨୫ତମ ସର୍ବଭାରତୀୟ ଫରେଷ୍ଟ ସ୍ପୋର୍ଟ୍ସ ମିଟ୍କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ବିଭିନ୍ନ ରାଜ୍ୟର ୩୭ଟି ଟିମ୍ ଅଂଶଗ୍ରହଣ କରିଛନ୍ତି । ୨୩ଟି ଗେମ୍ସରେ ୨୩୦ଟି ଇଭେଣ୍ଟ ଖେଳାଯିବ । କିଟ୍ କ୍ୟାମ୍ପସ୍…