ଭିଜିଲାନ୍ସ ଜାଲରେ ଫରେଷ୍ଟର, ଗଛକୁ କାଟିବା ଅନୁମତି ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ
ଭିଜିଲାନ୍ସ ଜାଲରେ ଫରେଷ୍ଟର । ୧୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଅଶୋକ କୁମାର ନାୟକଙ୍କୁ ଧରିଲା ଭିଜିଲାନ୍ସ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଗୁଲୁମି ସେକ୍ସନ୍ ରେ କାର୍ଯ୍ୟରତ ଥିଲେ । ନିଜ ଜାଗାରେ ଲାଗିଥିବା ଗଛକୁ କାଟିବାକୁ ଅନୁମତି ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।…