ପରଲୋକରେ କିମ୍ବଦନ୍ତୀ କ୍ରିକେଟ ଅଂଶୁମାନ ଗାଏକ୍ବାଡ଼, ଦୀର୍ଘ ଦିନ ଧରି କର୍କଟ ରୋଗରେ ଥିଲେ ଆକ୍ରାନ୍ତ
ଆଉ ନାହାଁନ୍ତି କିମ୍ବଦନ୍ତୀ କ୍ରିକେଟର ତଥା ୧୯୮୩ ବିଶ୍ବବିଜଜୟୀ ଭାରତୀୟ ଦଳର ସଦସ୍ୟ ଅଂଶୁମାନ ଗାଏକ୍ବାଡ଼ । ୭୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଦୀର୍ଘ ଦିନ ଧରି ସେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ଲଣ୍ଡନର କିଙ୍ଗସ୍ କଲେଜ୍ ହସ୍ପିଟାଲରେ ଚିକିତ୍ସା ପରେ ସେ ଗତ ମାସରେ ବଡ଼ୋଦରା…