ଶକ୍ତିର ଅଭାବକୁ ଦୂର କରିବ ନ୍ୟୁକ୍ଲିୟର ଫ୍ୟୁଜନ, ଉତ୍ପତ୍ତି ହେବ ସୂର୍ଯ୍ୟଙ୍କଠୁ ଅଧିକ ତାପ
ବ୍ରିଟେନରେ ବୈଜ୍ଞାନିକ ମାନେ ଏକ ନୂଆ ପରୀକ୍ଷା କରିବାକୁ ଯାଉଛନ୍ତି। ଯେଉଁଥିରେ ଏକ ଛୋଟ କ୍ୟାମେରାରେ ସେ ସୂର୍ଯ୍ୟଙ୍କ ଠାରୁ ଦୁଇଗୁଣ ତାପମତ୍ରା ସୃଷ୍ଟି କରିବେ । ରିସର୍ଚ୍ଚରଙ୍କ କହିବା ଅନୁଯାୟୀ, ଯଦି ଏହି ପରୀକ୍ଷା ସଫଳ ହୁଏ ତେବେ ଦୁନିଆରେ ଶକ୍ତିର ଅଭାବ ଆଉ ରହିବ ନାହିଁ। ସୂଚନା…