Browsing Tag

found

ଘାଟିରେ ପଡ଼ିଛି ଖଣ୍ଡେ ମୃତଦେହ, ମିଳୁନି ଆଉ ଅଧେର ପତ୍ତା

ଉମରକୋଟ (କେନ୍ୟୁଜ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଜଣେ ବ୍ୟକ୍ତିଙ୍କ ଅଧା ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ଜଣକ ହେଲେ ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଚକାମାଲ ଗ୍ରାମର ବଜନାଥ ପୋଡ଼ଙ୍କ ପୁଅ ତୁଳସୀ ପୋଡ଼ । ତେବେ ତୁଳସୀଙ୍କ ମୃତ୍ୟୁ କେଉଁ ଅଜଣା ଗାଡି…

ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ: କ୍ୱାଟର ଭିତରୁ ମିଳିଲା ମୃତଦେହ

କଳାହାଣ୍ଡି (କେନ୍ୟୁଜ): କ୍ବାର୍ଟର୍ସରୁ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ କ୍ବାର୍ଟର୍ସ ଭିତରୁ SDOଙ୍କ ମୃତଦେହ ଉଦ୍ଧାର । ଜଳସମ୍ପଦ ବିଭାଗର SDOଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ SDO ଜଣଙ୍କ ହେଲେ ରଂଜିତ କୁମାର କର୍ଜି । ସେ ରାୟଗଡା ଜିଲ୍ଲା ପାରଳାଖେମୁଣ୍ଡିର…

ବାପ-ଝିଅ ନଦୀକୁ ଡେଇଁବା ଘଟଣା, ବୈତରଣୀ ନଦୀରୁ ମିଳିଲା ଚନ୍ଦନଙ୍କ ମୃତଦେହ

ଭଦ୍ରକ (କେନ୍ୟୁଜ): ଭଦ୍ରକରେ ବାପ-ଝିଅ ନଦୀକୁ ଡେଇଁ ପଡ଼ିବା ଘଟଣାରେ । ଆସିଲା ବଡ଼ ଖବର । ବୈତରଣୀ ନଦୀର କଣ୍ଟିଘାଇରୁ ମିଳିଲା ବାପାର ମୃତଦେହ । ମୃତଦେହକୁ ଚିହ୍ନଟ କଲେ ଚନ୍ଦନଙ୍କ ଭିଣେଇ ରବୀନ୍ଦ୍ର ସାହୁ । କିନ୍ତୁ ନିଖୋଜ କୁନି ଝିଅର ଏପର୍ଯ୍ୟନ୍ତ ପତ୍ତା ମିଳୁନି । ଖୋଜଖୋଜି ଜାରି ରହିଛି…

ମିଳୁନି କାଠଯୋଡ଼ି ନଦୀକୁ ଡେଇଁଥିବା ଦେବବ୍ରତଙ୍କ ପତ୍ତା, ପହଁରା ଜାଣିଥିବାରୁ କୁଆଡ଼େ ପଳାଇଯାଇଥିବା ସନ୍ଦେହ

କଟକ(କେନ୍ୟୁଜ୍):   କାଠଯୋଡ଼ି ପୋଲରୁ ନଦୀଗର୍ଭକୁ ଡେଇଁଥିବା ଦେବବ୍ରତ ମହାପାତ୍ରଙ୍କ ମିଳିପାରିନି ପତ୍ତା। ଦେବବ୍ରତ ମହାପାତ୍ରଙ୍କୁ ଓଡ୍ରାଫ ଟିମ୍‌ ବହୁ ଖୋଜାଖୋଜି ପରେ ମଧ୍ୟ ପାଇ ପାରି ନାହିଁ। ନଦୀ ଭିତରେ ଓଡ୍ରାଫ ଟିମ ଖୋଜାଖୋଜି କରିଥିବାବେଳେ ନଦୀ କୂଳେ କୂଳେ ଜଗତସିଂହପୁର ପୋଲିସ…

ସାଇବେରିଆରେ ମିଳିଲା ୪୦,୦୦୦ ବର୍ଷ ପୁରୁଣା କଙ୍ଗନ

ସାଇବେରିଆର ବୈଜ୍ଞାନିକ ମାନେ ଏକ ଅଦ୍ଭୁତ ଆବିଷ୍କାର କରିଛନ୍ତି । ସେମାନଙ୍କୁ ୪୦,୦୦୦ ବର୍ଷ ପୁରୁଣା କଙ୍ଗନ ମିଳିଛି । ଏହା ସହ ଏହା ମଧ୍ୟ କୁହାଯାଉଛି ଯେ ଏପର୍ଯ୍ୟନ୍ତ ମିଳିଥିବା ଗହଣା ମାନଙ୍କ ଭିତରୁ ଏହା ସବୁଠୁ ପୁରୁଣା । ପ୍ରକୃତରେ ଏହି କଙ୍ଗନଟି ସାଇବେରିଆର ଡୋନିସେବା ଗୁମ୍ଫାରେ ମିଳିଛି…

ଦୀର୍ଘ ୨୦ ବର୍ଷ ପରେ ପରେ ଆମେରିକାରେ ମିଳିଲେ ଭାରତୀୟ ଯୁବକ

ଦୀର୍ଘ ଦିନର ବ୍ୟବଧାନ ପରେ ନିଜ ପୁଅକୁ ପାଇଲେ। ତଥାପି ତାକୁ ନିଜ ପାଖରେ ରଖିବାକୁ ଚାହୁଁନାହାନ୍ତି ଜନ୍ମ କଲା ମା ବାପା । ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି  ନା । ହଁ ଏମିତି ହିଁ ଘଟିଛି ଚେନ୍ନାଇର ଏକ ଦମ୍ପତି ସହ । ଦୀର୍ଘ ୨୦ ବର୍ଷ ତଳେ ଅର୍ଥାତ ୧୯୯୯ ମସିହାରେ ନିଜ ଏକ ମାତ୍ର ପୁଅକୁ ହରାଇଥିଲେ…

ଚନ୍ଦ୍ରରେ ପୃଷ୍ଠରେ ଅଛି ବହୁ ମୂଲ୍ୟବାନ ଧାତୁ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପୃଥିବୀ ଓ ଏହାର ଉପଗ୍ରହ ଚନ୍ଦ୍ର ସମ୍ବନ୍ଧରେ ବିଶ୍ୱ ସ୍ଥରର ବହୁ ବୈଜ୍ଞାନିକମାନେ ଗବେଷଣା ବା ଅଧ୍ୟୟନମାନ କରିସାରିଲେଣି। ଏଯାବତ ମିଳିଥିବା ବିଭିନ୍ନ ତଥ୍ୟ ଆଧାରରେ ସେମାନେ ସନ୍ଦେହ କରୁଛନ୍ତି ଯେ ପୃଥିବୀର ଏକମାତ୍ର ଉପଗ୍ରହ ଚନ୍ଦ୍ର ପୃଷ୍ଠରେ ରେ ବହୁ ମୂଲ୍ୟବାନ ଧାତୁର ଏକ ବଡ ଖଣି ଗଛିତ…

ବାଂଶପାଳ: ନୟାକୋଟ ସୁକୋଡଳା ଗ୍ରାମରୁ ଉଦ୍ଧାର ହେଲା ଯୁବକଙ୍କ ମୁଣ୍ଡଗଣ୍ଡି ଛିନ୍ନ ଶରୀର, ପୋଲିସର ତଦନ୍ତ ଜାରି

ବାଂଶପାଳ: ନୟାକୋଟ ଥାନା ଅନ୍ତର୍ଗତ ସୁକୋଡଳା ଗ୍ରାମ ନିକଟ ଜଙ୍ଗଲରୁ ଏକ ମୁଣ୍ଡଗଣ୍ଡି ଛିନ୍ନ ମୃତ ଶରୀରକୁ ଉଦ୍ଧାର କରିଛି ପୋଲିସ। ଯୁବକଙ୍କ ନାମ ଭଦ୍ର ପ୍ରଧାନ ଓ ତାଙ୍କ ଗ୍ରାମ ସୁକୋଡଳା ଗ୍ରାମରେ ବୋଲି ଜଣା ପଡିଛି।  ପୋଲିସର କହିବାମୁତାବକ ମୃତ ଭଦ୍ରଙ୍କ ମୁଣ୍ଡ ନିକଟସ୍ଥ ଜଙ୍ଗଲର ଏକ ଗଛରେ…

ବିଂଝାରପୁର ରାହସ ଗୁହାଳି ଗାଁରେ ବାଘ ଆତଙ୍କ, ଭୟରେ ଦିନ କାଟୁଛନ୍ତି ଗ୍ରାମବାସୀ

ଯାଜପୁର ଟାଉନ୍ : ଗତକାଲି ସନ୍ଧ୍ୟାରେ ବିଂଝାରପୁର ରାହସ ଗୁହାଳି ଗାଁର ଆମ୍ବ ନଈ ନିକଟରେ କେତେକ ଗ୍ରାମବାସୀ ଗୋଟିଏ ବାଘୁଣୀ ଏବଂ ୩ଟି ଛୁଆ ବୁଲୁଥିବା ଦେଖିବାକୁ ପାଇଥିଲେ।ଏ ନେଇ ଗ୍ରାମବାସୀମାନେ ବନବିଭାଗ କୁ ଖବର ଦେଇଥିଲେ। ଆଜି ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ବାଘ ଛଆ ଓ ତା ମା’କୁ…

ମାନବିକତା ଆଗରେ ହାର ମାନିଲା ଲୋଭ, ମୁସଲିମ ମହିଳାଙ୍କ ହଜିଥିବା ସୁନା ଓ ଟଙ୍କା ଭର୍ତ୍ତି ଭ୍ୟାନିଟ ପାଇ ଫେରାଇଲେ…

ଯାଜପୁର : ଅନେକ ସମୟରେ ଦେଖାଯାଏ ଯେ, କିଛି ଲୋକ ଲୋଭର ବଶବର୍ତ୍ତି ହୋଇ ମାନବିକତାକୁ ମାରିଦିଅନ୍ତି । ନିଜର ନ୍ୟସ୍ତ ସ୍ୱାର୍ଥ ପାଇଁ ଅନ୍ୟର ତଣ୍ଟି ଚିପିବାକୁ ମଧ୍ୟ ପଛାନ୍ତି ନାହିଁ । ହେଲେ ଆଜି ବି ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ ନିଜ ମାନବିକତାକୁ ସର୍ବଶ୍ରେଷ୍ଠ ସମ୍ପତ୍ତି ଭାବି …

ବିମାନ ବନ୍ଦରରୁ ସଂନ୍ଦିଗ୍ଧ ଯୁବକ ଅଟକ

ଭୁବନେଶ୍ବର: ପୁଣି ଭୁବନେଶ୍ୱର ବିମାନ ବନ୍ଦର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ। ବିମାନ ବନ୍ଦରରୁ ଜଣେ ସଂନ୍ଦିଗ୍ଧ ଯୁବକ ଅଟକ। ଯୁବକ ଜଣଙ୍କ ରନୱେରେ ବୁଲୁଥିବା ବେଳେ ଧରିଲା ଏୟାର ଫିଲ୍ଡ ପୋଲିସ। ଯୁବକଙ୍କ ଘର ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଦିଲ୍ଲୀ ଯିବା ପାଇଁ…