Browsing Tag

foundation day

ବିଜନେସ କ୍ଲବ ଅଫ୍‌ ଇଣ୍ଟରପ୍ରିନୁୟର୍ସର ପ୍ରତିଷ୍ଠା ଦିବସ ପାଳିତ, ଯୋଗ ଦେଲେ ରାଜ୍ୟପାଳ

ଭୁବନେଶ୍ୱର (କେନ୍ୟୁଜ୍‌) : ବିଜନେସ କ୍ଲବ ଅଫ୍‌ ଇଣ୍ଟରପ୍ରିନୁୟର୍ସ ପାଳିଛି ତାର ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ମୋ କଲେଜ ଚେୟାରମ୍ୟାନ୍‌ ଆକାଶ ଦାସନାୟକ, ପବ୍ଲିକ ଏଣ୍ଟରପ୍ରାଇଜ ଡିପାର୍ଟମେଣ୍ଟ ନିର୍ଦ୍ଦେଶକ…

ପାଳନ ହେଲା ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ, ୩ ଦିନ ଚାଲିବ ଉତ୍ସବ

ଭୁବନେଶ୍ୱର(କେନ୍ୟୁଜ୍‌) : ପାଳନ ହେଲା ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ । ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା ସଂସ୍କୃତି ବିଭାଗ ଓ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜିଠୁ ତିନି ଦିନ ଧରି ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ପାଳନ କରାଯାଉଛି । ଏହି ଅବସରରେ ଆୟୋଜିତ…

୭୫ ବର୍ଷରେ ପାଦ ଥାପିଛି ରାଜଧାନୀ, ଆଜି ଭୁବନେଶ୍ୱର ପାଳୁଛି ପ୍ଲାଟିନମ୍‌ ଜୁବ୍‌ଲି

ଭୁବନେଶ୍ୱର (କେନ୍ୟୁଜ): ୭୫ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର। ୧୫ ହଜାର ଜନସଂଖ୍ୟା ଏବେ ୧୫ ଲକ୍ଷରେ ପହଁଚିଛି । ପରିସୀମା ସହ ବଢିଛି ଏକାମ୍ରକ୍ଷେତ୍ରର କଳେବର । କଳେବର ବଢ଼ିଛି, ରୂପ, ରଙ୍ଗ ବଦଳିଛି। ବିଶ୍ୱବ୍ୟାପୀ ରାଜଧାନୀ ଭୁବନେଶ୍ୱରର ଖ୍ୟାତି ବଢ଼ିଛି। ଏ ମଧ୍ୟରେ ଦୟାନଦୀରେ…

୭୪ ବର୍ଷରେ ରାଜଧାନୀ ଭୁବନେଶ୍ୱର, ୪୦ ହଜାର ଲୋକଙ୍କୁ ନେଇ ଗଢିଉଠିଥିବା ସହର ଏବେ ୧୫ ଲକ୍ଷ ଉପରେ ପହଁଞ୍ଚିଲାଣି

ଭୁବନେଶ୍ଵର(କେନ୍ୟୁଜ୍): ୭୪ ବର୍ଷରେ ରାଜଧାନୀ ଭୁବନେଶ୍ୱର। କରୋନା କଟକଣା ହଟିଥିବାରୁ ୨ ବର୍ଷ ପରେ ବେଶ ଜାକଜମକରେ ପାଳନ ହେଉଛି ରାଜଧନୀ ପ୍ରତିଷ୍ଠା ଦିବସ। ୧୯୪୮ ଏପ୍ରିଲ୍‌ ୧୩ ତାରିଖରେ କେବଳ ଓଡିଶା ନୁହେଁ, ଭାରତ ର ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କରି ଓଡିଶାର ନୂଆ ରାଜଧାନୀ ଭାବେ…

୧୮ବର୍ଷରେ ପାଦ ଥାପିଲା କିଟ୍‌, ପ୍ରତିଷ୍ଠା ଦିବସରେ ଯୋଗଦେଲେ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ବିଶୋ…

ଭୁବନେଶ୍ବର(କେନ୍ୟୁଜ୍): କିଟ୍‌ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ପାଳିତ । ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ବିଶୋ ପାରାଜୁଲି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଶ୍ୱ ପାଇଁ ଉଦାହରଣ ବୋଲି କହିଛନ୍ତି। ଏହି ଅବସରରେ ସେ କିଟ୍‌…

ଆଜି ଭୁବନେଶ୍ୱରର ୭୩ତମ ପ୍ରତିଷ୍ଠା ଦିବସ, କୋଭିଡ୍‌ କଟକଣା ଯୋଗୁଁ ନିରାଡମ୍ବରରେ କରାଯାଉଛି ପାଳନ

 ଭୁବନେଶ୍ୱର: ଆଜି ଭୁବନେଶ୍ୱରର ୭୩ତମ ପ୍ରତିଷ୍ଠା ଦିବସ। ଆଜିର ଦିନରେ ରାଜଧାନୀ ମାନ୍ୟତା ପାଇଥିଲା ଭୁବନେଶ୍ୱର। କୋଭିଡ୍‌ କଟକଣା ଯୋଗୁଁ ନିରାଡମ୍ବରରେ ପାଳନ କରାଯାଉଛି। ବିଧାନସଭା ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ମାଲ୍ୟାର୍ପଣ କରିଛନ୍ତି ବାତସ୍ପତି ସୂର୍ଯ୍ୟନାରାୟଣ ପାତ୍ର।…

ଆଜି ଓଡ଼ିଶା ପୋଲିସର ୮୬ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ଓଡ଼ିଶା ପୋଲିସର ୮୬ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ କଟକରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପୋଲିସ ଡିଜି ଅଭୟ । ପୋଲିସ ଡିଜି କହିଛନ୍ତି, ବିଗତ ବର୍ଷ ନକ୍ସଲ ଦମନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି ରାଜ୍ୟ ପୋଲିସ । ୨୦୨୦ରେ ନିଶା ଦ୍ରବ୍ୟ ଜବତ…

ଆଜିର ଦିନରେ ସ୍ଥାପନା ହୋଇଥିଲା ବିଜେପି , ଜାଣନ୍ତୁ କିଏ ଥିଲେ ଭାଜପାର ପ୍ରଥମ ଅଧ୍ୟକ୍ଷ 

୧୯୮୦ ମସିହା ଏପ୍ରିଲ ୬ରେ ବିଜେପି ର ସ୍ଥାପନା ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ବିଜେପିର ପ୍ରଥମ ଅଧ୍ୟକ୍ଷ ଥିଲେ। ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏଭଳି ପରିସ୍ଥିତିରେ ଦଳରେ ଭରସା ଦେଖାଇବା ପାଇଁ ଦେଶର ଜନତାଙ୍କୁ ଅଭିନନ୍ଦନ ଅରିଛନ୍ତି। ଆସନ୍ତା ବୁଧବାର…

୧୭ ବର୍ଷରେ ପାଦ ଥାପିଛି କିଟ୍, ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଆୟୋଜିତ ହେଲା ହୋମଯଜ୍ଞ

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ବିଶ୍ୱବିଦ୍ୟାଳୟର ୧୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ପ୍ରତିବର୍ଷ ପରି ହୋମଯଜ୍ଞ ସହ ଆହୁତି ପ୍ରଦାନ କରଯାଇଥିଲା । ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସମେତ କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର…

ଦିଲ୍ଲୀ କିସକୁ ପୂରିଲା ୭ ବର୍ଷ, ଯୋଗଦେଲେ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ

ଦିଲ୍ଲୀସ୍ଥିତ କିସ୍‌ର ୭ମ ଫାଉଣ୍ଡେସନ ଡେ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ ଦିଲ୍ଲୀ ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଯୋଗଦେଇଥିଲେ । ଏହି ଅବସରରେ କିସ୍‌ ଛାତ୍ରଛାତ୍ରୀମାନଙ୍କ ଗହଣରେ…

କଳିଙ୍ଗଟିଭି ଆଜି ପାଳନ କରୁଛି ୫ମ ସ୍ୱନକ୍ଷତ୍ର ଦିବସ

ଭୁବନେଶ୍ବର (କେନ୍ୟୁଜ୍) : କଳିଙ୍ଗଟିଭି ଆଜି ପାଳନ କରୁଛି ୫ମ ସ୍ୱନକ୍ଷତ୍ର ଦିବସ। ଗତ ୫ବର୍ଷ ମଧ୍ୟରେ ନିରପେକ୍ଷ ସମ୍ବାଦ ପରିବେଷଣ କରି ଖ୍ୟାତି ଅର୍ଜନ କରିଛି। ସମସ୍ତଙ୍କ ପସନ୍ଦର ଗଣମାଧ୍ୟମ ହୋଇପାରିଛି ଓ ଲୋକ ପ୍ରିୟତା ସାଉଁଟିଛି। ଶିକ୍ଷାବିତ ଓ ସମାଜସେବୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ…