ଯାହାକୁ ଆପଣ ସତ ଭାବୁଛନ୍ତି ତାହା ଷଡଯନ୍ତ୍ର ନୁହେଁ ତ ?
ସ୍କୁଲରେ ଆପଣ ଅନେକ ଥିଓରୀ ପଢିଥିବେ । ଥିଓରୀରେ ତର୍କ ଏବଂ ତଥ୍ୟ ଆଧାରରେ ଧାରଣାକୁ ପ୍ରମାଣିତ କରାଯାଇଥାଏ । କିନ୍ତୁ କିଛି ତର୍କ ଏବଂ ତଥ୍ୟ ଏମିତି ଥାଏ ଯାହା ଥିଓରୀକୁ ସମର୍ଥନ କରିନଥାଏ । ବରଂ ବର୍ତ୍ତମାନର ପରିସ୍ଥିତିରୁ ଭିନ୍ନ ଏକ ସ୍ଥିତି ଆସିଥାଏ । ଯାହା ଦ୍ବାରା ନୂଆ ଏକ ଥିଓରୀ ହୋଇଥାଏ…