କ’ଣ ନୂଆ IPL ଟିମ୍ କିଣିବେ କି ଦୀପିକା ଓ ରଣବୀର? ଦିନେଶ କାର୍ତ୍ତିକ ସମ୍ଭାବିତ ଜର୍ସିକୁ ନେଇ ଉଭୟଙ୍କୁ କଲେ ଟ୍ରୋଲ
ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୨ରେ ୮ ନୁହେଁ, ବରଂ ୧୦ ଫ୍ରାଞ୍ଚାଇଜ ଟିମ୍ ଭାଗ ନେବେ। ଦୁଇଟି ନୂଆ ଫ୍ରାଞ୍ଚାଇଜ ଟିମ୍ ଚଳିତ ବର୍ଷ ଆଇପିଏଲ୍ରେ ଯୋଡ଼ି ହେବେ ଏବଂ ଆଗାମୀ ବର୍ଷ ମଇଦାନକୁ ଓହ୍ଲାଇବେ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିକଟରେ ଏକ ବିଜ୍ଞପ୍ତି…