Browsing Tag

fraud

ନକଲି ସୁନା ଶଙ୍ଖ ଦେଇ ଠକୁଥିବା ବେଳେ ମାଡ଼ି ବସିଲା ପୋଲିସ୍‌, ଦୁଇ ଠକ ଗିରଫ

କୋରାପୁଟ (କେନ୍ୟୁଜ): ଦିନକୁ ଦିନ ଠକାମିକୁ ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି । ଲୋକମାନେ ଟଙ୍କା ଲୁଟିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣାଉଛନ୍ତି । ତେବେ ଦୁଇ ଜଣ ଠକ ଲୋକଙ୍କୁ ଲୁଟିବା ପାଇଁ ଏକ ଭିନ୍ନ ଉପାୟ ଆପଣାଇଥିଲେ, ଯାହା ବିଷୟରେ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେଇ ବସିବେ ।…

ଷ୍ଟେସନ ମାଷ୍ଟର ଚାକିରି କରାଇ ଦେବ କହି ଲୁଟିନେଲା ୫୧ ଲକ୍ଷ, ଜାରି ରହିଛି ତଦନ୍ତ

ଦିନକୁ ଦିନ ବଢ଼ିଚାଲିଛି ଠକେଇର ମାମଲା । ଠକମାନେ ଟଙ୍କା ଲୁଟିବା ପାଇଁ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ଆଉ ସୁଯୋଗ ପାଇଲେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ମାରୁଛନ୍ତି । ବର୍ତ୍ତମାନ ଲୋକମାନଙ୍କୁ ଚାକିରି ମିଳୁନି । ତେଣୁ ଚାକିରି ଆଶାୟୀଙ୍କୁ ଠକମାନେ ଟାର୍ଗେଟ…

ଆୱାରନେସ୍ ସରଳ ଋଣ ସମବାୟ ନାଁରେ ଠକେଇ ଅଭିଯୋଗ

ସୁନ୍ଦରଗଡ(କେନ୍ୟୁଜ): ଆଦିବାସୀ ମାନଙ୍କୁ କମ୍ ସୁଧ ତଥା ବିନା କୌଣସି କାଗଜ ପତ୍ରରେ ଋଣ ଯୋଗାଇଦେବା ନାଁ ରେ ଲକ୍ଷାଧିକ ଟଙ୍କାର ଠକେଇ ନେଇ ଆସିଛି ଅଭିଯୋଗ । ଏପରିକି ଯେଉଁ ମାନେ ଋଣ ନେଇନାହାନ୍ତି ,କେବଳ ସେହି ସଂସ୍ଥାରେ ଖାତା ଖୋଲିଥିଲେ ସେମାନଙ୍କ ନାଁରେ ବର୍ତ୍ତମାନ ହଜାର ହଜାର ଟଙ୍କାର ଋଣ…

ବେପାର ନାଁରେ ୧୨ କୋଟି ଠକେଇ, ମାଷ୍ଟରମାଇଣ୍ଡକୁ ରିମାଣ୍ଡରେ ଆଣିଲା EOW

ଭୁବନେଶ୍ୱର (କେନ୍ୟୁଜ): ମାର୍ଟ କରିବା ନାଁରେ ବଡ଼ ଠକେଇ । ଗ୍ରୋସରି ମାର୍ଟ ନାଁରେ ଓଡ଼ିଶାରେ ୧୨ କୋଟି ଠକେଇ ଅଭିଯୋଗ । ଏହି ମାମଲାରେ ଗିରଫ ପର୍ଶୁରାମ ପାଲକୁ ଆଗ୍ରା ଜେଲରୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଲା EOW  । ଏହାପରେ ମାଷ୍ଟରମାଇଣ୍ଡକୁ କଟକ OPID କୋର୍ଟରେ ହାଜର କରାଯାଇଛି  । ଶହେରୁ…

ଚାକିରି ଲୋଭ ଦେଖାଇ ଯୁବତୀଙ୍କୁ ଠକିଲେ ସଂସ୍ଥାର ମାଲିକ, କାର୍ଯାନୁଷ୍ଠାନ ପାଇଁ ଦାବି

ଚାକିରି ନାଁରେ ଠକାମିର ଶିକାର ହେଲେ ଯୁବତୀ । ବିଭିନ୍ନ ବଡ଼ ବଡ଼ ପ୍ରାଇଭେଟ ବ୍ୟାଙ୍କରେ ଚାକିରି କରାଇ ଦେବାର ଲୋଭ ଦେଖାଇ ଯୁବତୀଙ୍କୁ ଠକିଛନ୍ତି ଏକ ସଂସ୍ଥାର ମାଲିକ । ଯୁବତୀଙ୍କୁ ଦୁଇ ମାସ ଧରି ନିଜ ସଂସ୍ଥାରେ କାମ କରାଇଥିଲେ କିନ୍ତୁ ଯୁବତୀଙ୍କୁ ଦରମା ଦେଇନଥିଲେ ମାଲିକ ଓଲଟା ଅସଭ୍ୟ…

ଚାକିରି କରାଇ ଦେବା ନାଁରେ ଠକେଇ, ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

ବାଲେଶ୍ୱର(କେନ୍ୟୁଜ): ଚାକିରି କରାଇ ଦେବା ଲୋଭ ଦେଖାଇ ଲୋକଙ୍କ ଠାରୁ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା। ଟଙ୍କା ଦେବା ପରେ ଚାକିରି ନମିଳିବାରୁ ନିରାଶ ହୋଇ ଥାନାର ଦ୍ବାରସ୍ଥ ହେଲେ ଆଶାୟୀ ଓ ସେମାନଙ୍କ ପରିବାର ଲୋକ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି।…

ଆକାଉଣ୍ଟରୁ ଚାଲିଗଲା ୫୨ ଲକ୍ଷ, ଠକଙ୍କ ଜାଲରେ ଫସିଲେ ଡାକ୍ତର

ଭାରତରେ ହ୍ୟାକିଂ ଏବଂ ସାଇବର ଠକେଇ ମାମଲା ବଢ଼ି ଚାଲିଛି । ଦେଶରେ ଏତେ ମାତ୍ରାରେ ସାଇବର ଠକେଇ ମାମଲା ଦେଖିବାକୁ ମିଳୁଛି ଯେ ଏହା ବର୍ତ୍ତମାନ ସାଧାରଣ କଥା ହୋଇଯାଇଛି । ସାଧାରଣ ଲୋକମାନେ ପ୍ରତିଦିନ ନୂଆ ନୂଆ ଉପାୟରେ ଠକାମିର ଶିକାର ହେଉଛନ୍ତି । ସ୍କାମରମାନେ ଟେକ୍ନୋଲୋଜି ବ୍ୟବହାର କରି…

ମହଙ୍ଗା ପଡ଼ିଲା ଠକାମୀ, ସନ୍ତାନ ପ୍ରାପ୍ତି କହି ମହିଳାଙ୍କ ସହ କୁକର୍ମ କରିବା ପଡିଲା ମହଙ୍ଗା

ଭୁବନେଶ୍ୱର (କେନ୍ୟୁଜ): କେତେବେଳେ ସ୍ୱାମୀ ସ୍ତ୍ରୀ ଭିତରେ ଭଲ ସମ୍ପର୍କ ରହିବାର ଉପାୟ କହୁଛନ୍ତି ତ କେତେବେଳେ ସ୍ୱାମୀ ସ୍ତ୍ରୀ ଭିତରେ ବିଛେଦ ହୋଇଥିଲେ କଣ ପ୍ରତିକାର କରିବେ କହୁଛନ୍ତି । ଏମିତି ଜ୍ଞାନ ବାଣ୍ଟୁଛନ୍ତି ଯେ ଯିଏ ଶୁଣିବ କହିବ ଇଏ ନିହାତୀ ଗୋଟେ ଜ୍ଞାନୀ ଜ୍ୟୋତିଷଟେ । ଖାଲି…

କିଡନୀ ଦେବା ନାମରେ ଟଙ୍କା ଠକେଇ ଅଭିଯୋଗ, ୯.୫ଲକ୍ଷ ଠକି ଜଣେ ଅଟକ

କଟକ (କେନ୍ୟୁଜ): କିଡନୀ ଦେବା ନାମରେ ଟଙ୍କା ଠକିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଲେ ସ୍ଥାନୀୟ ବାସିନ୍ଦା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଟକ ରାଣୀହାଟ ଅଞ୍ଚଳରେ। କେନ୍ଦୁଝର ଅଞ୍ଚଳର ଜଣେ ରୋଗୀଙ୍କ ଠାରୁ ୯, ୫୦,୦୦୦ ଟଙ୍କା ଠକିଥିବା ଅଭିଯୋଗରେ ମାର୍କଣ୍ଡ ନାଥ ନାମକ…

କମ ଦିନରେ ଟଙ୍କା ଡବଲ’ ର ଲୋଭ ଦେଖାଇ ଠକି ନେଲେ ୨୮ ଲକ୍ଷ ଟଙ୍କା, ଘଟଣାରେ ୫ ଜଣଙ୍କୁ ବାନ୍ଧିଛି ପୋଲିସ

ବାସ ଏମିତି କିଛି ଲୋଭନୀୟ ଅଫର ଦେଖାଇ ଲୋକଙ୍କୁ ନିଜ ଆଡକୁ ଟାଣୁଥିଲେ ...ଏଇ କଥା ଶୁଣିବା ପରେ କିଏ କାହିଁକି ବା ସୁଯୋଗ କୁ ହାତ ଛଡା କରିବାକୁ ଚାହିଁବ ? ତେଣୁ ଚାଲି ଆସିଲେ ଟଙ୍କା ଡବଲ କରିବା ପାଇଁ .. ହେଲେ ଭାଗ୍ୟ ଖରାପ ..ଠକାମୀର ଶିକାର ହୋଇ ଫସିଗଲେ .. ଲକ୍ଷେ କି ଦୁଇ ଲକ୍ଷ ନୁହେଁ…

ଏୟାର ଲାଇନ୍‌ ଟିକେଟ୍‌ ସ୍କାମ୍‌, ଜାଣନ୍ତୁ ଏହି ସ୍କାମରୁ କିପରି ବଞ୍ଚିବେ

ବର୍ତ୍ତମାନ ଏୟାର ଲାଇନ୍‌ ଟିକେଟ୍ ବୁକ୍‌ କରିବା ବହୁତ ସହଜ । କାରଣ ଅନଲାଇନରେ ହିଁ ଏହି ଟିକେଟ୍‌ ବୁକ୍‌ କରି ହେଉଛି । ବେଳେବେଳେ ସ୍ପେସାଲ୍‌ କାମ୍ପେନ୍‌, ଫେଷ୍ଟିଭାଲ୍ ଟାଇମ୍‌ କିମ୍ବା ଛୁଟିଦିନ ଏବଂ ଅନ୍ୟାନ୍ୟ ପ୍ରୋଗ୍ରାମ୍‌ ସମୟରେ ଏୟାର ଲାଇନ୍‌ କମ୍ପାନୀଗୁଡିକ ଟିକେଟ୍ ଉପରେ ଭାରି…

ଋଣ ଦେବେ କହି ଲୁଟିନେଲେ ଲକ୍ଷାଧିକ ଟଙ୍କା, ଜାଣନ୍ତୁ ପୁରା ମାମଲା

ବଢ଼ିଚାଲିଛି ଠକଙ୍କ ଉତ୍ପାତ । କୌଣସି ନା କୌଣସି ବାହାନା କରି ଠକମାନେ ଅନେକ ଲୋକଙ୍କୁ ଠକୁଥିବା ଅଭିଯୋଗ ଆସେ । ତେବେ ମହିଳାମାନେ ସ୍ୱାବଲମ୍ବୀ ହେବା ପାଇଁ ଅନେକ ଚେଷ୍ଟା କରୁଛନ୍ତି । କିନ୍ତୁ ବେଳେବେଳେ ଅନେକ ମହିଳା ଠକମାନଙ୍କ ଶିକାର ହୁଅନ୍ତି । ଆଉ ରୋଜଗାର କରିବେ କଣ ଓଲଟା ଠକାମିର ଶିକାର…