Browsing Tag

free cylinders

ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା : ମାଗଣା ସିଲିଣ୍ଡର ପାଇଁ ଏବେ ପ୍ରଥମେ ପୈଠ କରିବାକୁ ପଡିବ ପଇସା

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାକୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢାଇ ଦେଇଛି। ଏହାଦ୍ୱାରା ୮ କୋଟି ଲୋକଙ୍କୁ ଫାଇଦା ମିଳିବ। କାରଣ ସେମାନଙ୍କୁ ଏହି ଯୋଜନା ଅଧିନରେ ମାଗଣାରେ ଗ୍ୟାସ ସିଲିଣ୍ଡର ମିଳିଥାଏ। କିନ୍ତୁ ଏଥର ଏହି ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ କରାଯାଇଛି।…