ଫୁଲବାଣୀ ଜରାଶ୍ରମ ପରିସର କିମସ୍ ପକ୍ଷରୁ ହେବ ମେଗା ମାଗଣା ସ୍ଵାସ୍ଥ୍ୟ ଶିବିର, ଯୋଗ ଦେବେ କିମସର ଅଭିଜ୍ଞ ଡାକ୍ତର
କନ୍ଧମାଳ(କେନ୍ୟୁଜ୍): ଆସନ୍ତାକାଲି କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସାର୍ତାଗୁଡା ନିକଟରେ ଥିବା ଜରାଶ୍ରମ ପରିସରରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତଙ୍କ ଦ୍ବାରା ପ୍ରତିଷ୍ଠିତ କିମସ୍ ପକ୍ଷରୁ ଏକ ମେଗା ସ୍ଵାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଏଥିରେ କିମସ୍ ଦ୍ବାରା ମାଗଣାରେ…