Browsing Tag

free health camp

ଫୁଲବାଣୀ ଜରାଶ୍ରମ ପରିସର କିମସ୍ ପକ୍ଷରୁ ହେବ ମେଗା ମାଗଣା ସ୍ଵାସ୍ଥ୍ୟ ଶିବିର, ଯୋଗ ଦେବେ କିମସର ଅଭିଜ୍ଞ ଡାକ୍ତର

କନ୍ଧମାଳ(କେନ୍ୟୁଜ୍):   ଆସନ୍ତାକାଲି କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସାର୍ତାଗୁଡା ନିକଟରେ ଥିବା ଜରାଶ୍ରମ ପରିସରରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତଙ୍କ ଦ୍ବାରା ପ୍ରତିଷ୍ଠିତ କିମସ୍ ପକ୍ଷରୁ ଏକ ମେଗା ସ୍ଵାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଏଥିରେ କିମସ୍ ଦ୍ବାରା ମାଗଣାରେ…

କାଲିଠାରୁ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ସାଂସଦ ମେଗା ସ୍ୱାସ୍ଥ୍ୟ ଶିବିର କରୁଛି କିମ୍ସ୍, ୨୦ଟି ବ୍ଲକର ବିଭିନ୍ନ…

କେନ୍ୟୁଜ୍(ବ୍ୟୁରୋ): କିମ୍ସ ଭୁବନେଶ୍ୱର ପକ୍ଷରୁ କନ୍ଧମାଳ ସଂସଦୀୟ କ୍ଷେତ୍ର କନ୍ଧମାଳ, ବୌଦ୍ଧ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ଆସନ୍ତାକାଲିଠାରୁ ସାଂସଦ ମେଗା ସ୍ୱାସ୍ଥ୍ୟ ଶିବିର ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ପୁନର୍ବାର ଆରମ୍ଭ ହେଉଛି । କନ୍ଧମାଳ, ବୌଦ୍ଧ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ…

ଗଞ୍ଜାମର ଜଗନ୍ନାଥପ୍ରସାଦ ଓ ଭଂଜନଗର ବ୍ଲକରେ ‘ସାଂସଦ ସାମନ୍ତ’ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ, ଚିକିତ୍ସିତ…

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ କୋକଳବା ଗାଁଠାର 'ସାଂସଦ ସାମନ୍ତ' ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛିି। କନ୍ଧମାଳ ସଂସଦୀୟ କ୍ଷେତ୍ର ଭଂଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏହି ଅଂଚଳ ଉପାନ୍ତ ଅଂଚଳ ହୋଇଥିବାରୁ ଏଠାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଭିନ୍ନ…

କନ୍ଧମାଳ: ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ କିମ୍‌ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ, ଖୁସି ପ୍ରକାଶ…

କେନ୍ୟୁଜ୍(ବ୍ୟୁରୋ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ କିମ୍‌ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଏବଂ ଔଷଧ ବିତରଣ କାର୍ଯ୍ୟକ୍ରମ । କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଠାରେ ଉପାନ୍ତ ଓ ଦୁର୍ଗମ ଅଞ୍ଚଳ ଲୋକଙ୍କୁ ଯୋଗାଇ ଦିଆଯାଉଛି ସ୍ୱାସ୍ଥ୍ୟ ସୁବିଧା…

କନ୍ଧମାଳ ଜିଲ୍ଲାରେ କିମ୍‌ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ, ଯୋଗ ଦେଲେ ପ୍ରାୟ ଚାରି ଶହ ଡାକ୍ତର ଓ…

କନ୍ଧମାଳ(କେନ୍ୟୁଜ୍):  କନ୍ଧମାଳ ଜିଲ୍ଲାରେ କିମ୍‌ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି। ଫୁଲବାଣୀ ନିର୍ବାଚନ ମଣ୍ଡଳୀର ଫିରିଙ୍ଗିଆ ବ୍ଲକ ତଳଦଣ୍ଡକିଆ ପଞ୍ଚାୟତ, ଫୁଲବାଣୀ ବ୍ଲକ ବିଶିପଡ଼ା ରାଜୀବ ଗାନ୍ଧୀ ସେବାକେନ୍ଦ୍ର, ଖଜୁରୀପଡ଼ା ବ୍ଲକର ଆର୍‌. ନୂଆଗାଁ ପଞ୍ଚାୟତ ଓ…

ଯାଜପୁର: ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ମେଳା, ସ୍ୱାସ୍ଥ୍ୟ ପରୀକ୍ଷା କଲେ ୫୭୮ଜଣ ରୋଗୀ

ଯାଜପୁର(କେନ୍ୟୁଜ୍): ସ୍ୱାସ୍ଥ୍ୟ ହିଁ ସମ୍ପଦ। ଉତ୍ତମ ସ୍ୱାସ୍ଥ୍ୟ ରହିଲେ ସୁନ୍ଦର ସମାଜ ଗଠନ ସମ୍ଭବ। ବିଶେଷ କରି ଗ୍ରାମାଞ୍ଚଳରେ ରହୁଥିବା ଲୋକମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ଯାଜପୁର ଜିଲ୍ଲା ଜାରକାର ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆୟୋଜନ କରିଆସୁଛି ମେଗା ସ୍ୱାସ୍ଥ୍ୟ…

ବୌଦ୍ଧ: କିମ୍‌ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର, ମାଗଣା ଔଷଧ ବଣ୍ଟନ କଲେ କିମ୍‌ସ ଡାକ୍ତର

ବୌଦ୍ଧ(କେନ୍ୟୁଜ୍): କିମ୍‌ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର। ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କିମ୍‌ସରୁ ଆସିଥିବା ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ରୋଗୀଙ୍କୁ ମାଗଣାରେ ଔଷଧ ବଣ୍ଟନ କରିଥିଲେ। ରାମଗଡ଼ ପଞ୍ଚାୟତର ସରକାରୀ…

କନ୍ଧମାଳରେ ଉଦଘାଟନ ହେଲା ମାଗଣା ସ୍ୱାସ୍ଥ୍ୟ ଶିବିର, ଗାଁ ଗାଁ ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ସାଂସଦ…

କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ମାଗଣା ସ୍ୱାସ୍ଥ୍ୟ ଶିବିରକୁ ଉଦ୍‌ଘାଟନ କରିଥିଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ। ମାଗଣା ସ୍ୱାସ୍ଥ୍ୟ ଶିବିରରେ ସାଢେ ତିନିଶହରୁ ଚାରିଶହ ଡାକ୍ତର ଓ କର୍ମଚାରୀ ଲୋକଙ୍କ ଚିକିତ୍ସା କରାଇବା ସହ ମାଗଣା ଔଷଧ ବଣ୍ଟନ କରିବା ଓ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ…

କନ୍ଧମାଳରେ କିମ୍‌ସ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର, ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଦିଆଯାଉଛି ମାଗଣା ଚିକିତ୍ସା

କନ୍ଧମାଳ (କେନ୍ୟୁଜ୍) : ଟିକାବାଲି, ଫୁଲବାଣୀର ଡଡକି ଓ ଖଜୁରିପଡା ବ୍ଲକର ଘୁ.ଉଦୟଗିରି, ଚକାପାଦ, ରାଇକିଆ, ଫିରିଙ୍ଗିଆରେ କିମ୍ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଓ ଔଷଧ ବିତରଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । କିମ୍ସରୁ ଆସିଥିବା ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ମାଗଣାରେ ଚିକିତ୍ସା ଯୋଗାଇ…