Browsing Tag

free

ମୋବାଇଲ କିଣନ୍ତୁ ଫ୍ରିରେ ପାଆନ୍ତୁ ଲେମ୍ବୁ ଓ ପେଟ୍ରୋଲ : ଦୋକାନୀ ଦେଉଛନ୍ତି ଏମିତି ଅଫର

ଦେଶରେ ପେଟ୍ରୋଲ-ଡିଜେଲ ସହିତ ଲେମ୍ବୁର ଅହେତୁକ ମୂଲ୍ୟ ବୃଦ୍ଧି ହେତୁ ସାଧାରଣ ଲୋକ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବାରାଣସୀର ଜଣେ ମୋବାଇଲ୍ ଦୋକାନୀ ଏକ ନିଆରା ଅଫର ଦେଇଛନ୍ତି। ମୋବାଇଲ୍ ଦୋକାନର ମାଲିକ ପ୍ରସ୍ତାବ ଦେଇଛନ୍ତି ଯେ ଯଦି କେହି ତାଙ୍କ ଦୋକାନରୁ ୧୦ ହଜାର…

ସ୍ୱାଧୀନ ଭାରତୀୟ କ୍ରିକେଟ ଦଳର ପ୍ରଥମ ଅଧିନାୟକ , ଯିଏ ନିଜ ପ୍ରଥମ ଟେଷ୍ଟରେ ହାସଲ କରିଥିଲେ ଶତକ

ଏମିତିରେ ଯେଉଁ ଖେଳାଳି ଭାରତ ପାଇଁ ଖେଳିଥାନ୍ତି ସମସ୍ତେ ଦେଶ ସେମାନଙ୍କୁ ନେଇ ଗର୍ବ ଅନୁଭବ କରିଥାଏ । କିନ୍ତୁ ଏମିତି ବି କିଛି ଖେଳାଳି ଅଛନ୍ତି ଯାହାଙ୍କୁ ବହୁ ସମ୍ମାନ ଦିଆଯାଇଥାଏ। ଦୀର୍ଘ ବର୍ଷ ପରେ ବି ସେମାନଙ୍କୁ ଲୋକେ ଆଦର୍ଶ ବୋଲି ମାନିଥାନ୍ତି। ସେହି ମାନଙ୍କ ଭିତରୁ ଜଣେ ହେଉଛନ୍ତି…

SBI ଆଣୁଛି ନୂଆ ଯୋଜନା, ଏଣିକି ଗ୍ରାହକ କରିପାରିବେ ମାଗଣା ମନିଟ୍ରାନ୍ସଫର

ନୂଆଦିଲ୍ଲୀ: ଏସବିଆଇ ଆଣିଛି ଗ୍ରାହାକଙ୍କ ପାଇଁ ଆଣିଛି ଖୁସି ଖବର। ଏଣିକି ଗୋଟିଏ ଆକାଉଣ୍ଟରୁ ଆଉ ଏକ ଆକାଉଣ୍ଟକୁ ଅର୍ଥ ପଠାଇବା ପାଇଁ ଆଉ କୌଣସି ଚାର୍ଜ ଦେବାକୁ ପଡିବନି। ଗ୍ରହାକ ମାନେ ପୁର୍ବରୁ ଆଇଏମପିଏସ, ଏନଇଏଫଟି ଓ ଆରଟିଜିଏସ ବ୍ୟବହାର କରି ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା…