କେନ୍ଦ୍ର ସରକାରଙ୍କ ୱେବସାଇଟରେ କୋରାପୁଟ ମାଟିର ସ୍ୱାଧୀନତା ସଂଗ୍ରାମୀ ଗଦାଧର ମହାପାତ୍ରଙ୍କ ଅକୁହା ଗାଥା
ଜୟପୁର(କେନ୍ୟୁଜ୍): କୋରାପୁଟ ମାଟିର ପରିଚୟ ସହିଦଙ୍କ ପରିଚୟ । ଆଉ ଆଜି ଏଇମାଟି ସହ ଯୋଡି ହୋଇଯାଇଛି ୪୦ ଦଶକର ଆଉ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ କଥା । ଆଜ୍ଞା କେନ୍ଦ୍ର ସରକାରଙ୍କ ୱେବସାଇଟରେ ପୁଣିଥରେ କୋରାପୁଟର ନାଁ । ଏଥର ୪୦ଦଶକର କଥା କହୁଛି ଏଇ ୱେବସାଇଟ । ଯେଉଁଥିରେ ରହିଛି ଏଇମାଟିର…