fresh national news

ମଥୁରାରେ ୫୮୧ କିଲୋଗ୍ରାମ ଗଂଜେଇ ଖାଇଗଲା ମୂଷା, କୋର୍ଟରେ ପୋଲିସ ମୁହଁ ବନ୍ଦ

କୃଷ୍ଣଙ୍କ ସହରର ମଥୁରାରେ ନିଶା ସେବକ ସ୍ଥାନୀୟ ପୋଲିସ ମଧ୍ୟ ଅସୁବିଧାରେ ପଡିଛି। କାରଣ ଅପରାଧ କରିଥିବା ଦୋଷୀ କୌଣସି ମଣିଷ ନୁହେଁ। ସେମାନେ ହେଉଛନ୍ତି ମୂଷା।…

2 years ago

କେନ୍ଦ୍ର ଜାରି କଲା ନୂତନ ଆଧାର ଗାଇଡଲାଇନ, ସପୋର୍ଟିଂ ଡକ୍ୟୁମେଣ୍ଟ ଅପଡେଟ୍ କରିବାକୁ ପରାମର୍ଶ

ନୂଆଦିଲ୍ଲୀ: କେନ୍ଦ୍ର ଏକ ନୂଆ ଆଧାର ଗାଇଡଲାଇନ ଜାରି କରିଛି। ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଗୁରୁବାର ଦିନ କହିଛି ଯେ ନାମଧାରୀମାନେ ନାମଲେଖା ତାରିଖ ଠାରୁ…

2 years ago

ରାସ୍ତାରେ ‘ବାର୍ଥ ଡେ’ ପାର୍ଟି କରୁଥିଲେ ସାବଧାନ, ଦେବାକୁ ପଡ଼ିବ ମୋଟା ଅଙ୍କର ଟଙ୍କା

ଅନେକ ଲୋକ ରାସ୍ତା ଉପରେ କିମ୍ୱା ରାସ୍ତା କଡ଼ରେ ଅନେକ ସମୟରେ ନିଜର ଜନ୍ମ ଦିନ ପାଳନ କରନ୍ତି। ଖାସ କରି ଅଧିକ ଯୁବଗୋଷ୍ଠୀ ଏପରି କରିଥାନ୍ତି।…

2 years ago

ଗୋଆ ବିଚ୍‌ରେ ଆଉ ମଦ ପିଇ ପାରିବେନି କେହି, ରୋଷେଇ ବି ବନ୍ଦ, ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ପୋଲିସ

ଗୋଆ ସରକାର ୧୦ ଟି କାର୍ଯ୍ୟକଳାପକୁ ନିଷିଦ୍ଧ କରିଛନ୍ତି। ଯେଉଁଥିରେ ଜଳ କ୍ରୀଡା ମଧ୍ୟ ବନ୍ଦ ରହିବ। ବେଆଇନ ଭାବେ ଚାଲିଥିବା ପର୍ଯ୍ୟଟନ ସମ୍ବନ୍ଧୀୟ ଅନେକ କାର୍ଯ୍ୟକଳାପକୁ…

2 years ago

ଆଉ ସହି ପାରିଲେନି, ମଦୁଆ ପୁଅକୁ ସୁପାରୀ କିଲର ହାତରେ ମାରି ଦେଲେ ବାପା ମା

ବାପା ମା ପିଲାକୁ ଜନ୍ମ ଦିଅନ୍ତି, ତାକୁ ପାଳି ପୋଷି ବଡ଼ କରନ୍ତି । ନିଜର ଓ ପିଲାର ଭବିଷ୍ୟତ ପାଇଁ । ତା ଲାଗି ନିଜ…

2 years ago

ଜାତୀୟ ଏକତା ଦିବସ: ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହା ସର୍ଦ୍ଦାର ବଲଭଭାଇ ପଟେଲଙ୍କୁ ଅର୍ପଣ କଲେ ଶ୍ରଦ୍ଧାଞ୍ଜଳି

ସବୁ ଭାରତୀୟଙ୍କ ମଧ୍ୟରେ ଏକତା ରକ୍ଷା କରିବା ପାଇଁ ପ୍ରତି ତିଆରି କରାଯାଇଥିଲା ' Statue Of Unity ' ଷ୍ଟାଚ୍ୟୁ। ଯାହାକି ବିପ୍ଳବୀ ସର୍ଦ୍ଦାର ବଲଭଭାଇଙ୍କର।…

2 years ago

ଘରେ ଘରେ ପରିଚିତ ଓଆରଏସ୍‌ କିଏ ବାହାର କରିଥିଲେ, ଜାଣନ୍ତୁ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ତାଙ୍କର ଅବଦାନ

ଯେତେବେଳେ ହଠାତ୍ ସ୍ଵାସ୍ଥ୍ୟଗତ ସମସ୍ୟା ହୁଏ କିମ୍ୱା ପେଟ ଜନିତ କୌଣସି ଅସୁବିଧା ଦେଖାଯାଏ, ପ୍ରଥମେ ମନକୁ ଆସେ ଔଷଧ ଏବଂ ORS କଥା । ଓଆରଏସ୍‌କୁ…

2 years ago

୫୨ ଲକ୍ଷ ପାଇଁ ମହିଳା ରଚିଲେ ଷଡ଼ଯନ୍ତ୍ର, ନିର୍ଭୟା ଗଣବଳାତ୍କାର ଘଟଣା ଭଳି ଦାୟର କଲେ ମିଛ ମାମଲା

୧୮ ଅକ୍ଟୋବରରେ ଦିଲ୍ଲୀ ଏନସିଆରରେ ରିପୋର୍ଟ ହୋଇଥିବା ରେପ୍ କେସ ମିଛ ଥିବା ନେଇ ଜଣା ପଡ଼ିଛି ନିକଟରେ ଭାଇରାଲ ହୋଇଥିବା ନିର୍ଭୟା ପରି ଗ୍ୟାଙ୍ଗରେପ୍ ମାମଲାରେ…

2 years ago

ଗ୍ଲୋବାଲ୍ ହଙ୍ଗର୍ ଇଣ୍ଡେକ୍ସ ୨୦୨୨: ଭାରତ, ଶ୍ରୀଲଙ୍କା-ପାକିସ୍ତାନ ଅପେକ୍ଷା ଭାରତ ସ୍ଥିତି ଖରାପ, ଭୋକିଲାରେ ରହିଛି ୧୦୭ ତମ ସ୍ଥାନରେ

ଗ୍ଲୋବାଲ୍ ହଙ୍ଗର୍ ଇଣ୍ଡେକ୍ସ ୨୦୨୨ ର ରିପୋର୍ଟ ଆସିଛି। ସବୁଠୁ ବଡ଼ କଥା ହେଉଛି ଭାରତ ଠାରୁ ପଡୋଶୀ ଦେଶ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ନେପାଳ, ମିଆଁମାର…

2 years ago

୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ରାଖୀ ସାୱନ୍ତ

ବଲିଉଡ ଅଭିନେତ୍ରୀ ରାଖୀ ସାୱନ୍ତ କହିଛନ୍ତି ଯେ ସେ ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ତାଙ୍କ ବିବାଦୀୟ ବିବୃତ୍ତି ପାଇଁ ଲୋକପ୍ରିୟ ଥିବା ରାଖୀ ସାୱନ୍ତ…

2 years ago

ସରବଜିତ ସିଂଙ୍କ ପତ୍ନୀ ସୁଖପ୍ରୀତ କୌରଙ୍କ ପରଲୋକ, ସଡକ ଦୁର୍ଘଟଣାରେ ମୃତ୍ୟୁ

ପାକିସ୍ତାନ ଜେଲରେ ମୃତ୍ୟୁବରଣ କରିଥିବା ସରବଜିତ୍‌ ସିଂହଙ୍କ ପତ୍ନୀ ସୁଖପ୍ରୀତ କୌରଙ୍କ ଗତକାଲି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଅମୃତସର ପାଖ ଫତେହପୁର ଗାଁ ନିକଟରେ କାର…

2 years ago

ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୁପାନନ୍ଦ ସରସ୍ୱତୀଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା ! ଏମାନଙ୍କ ନାମ ରହିଛି ଆଗରେ

ଦ୍ୱାରକା ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୁପାନନ୍ଦ ସରସ୍ୱତୀଙ୍କ ଦେହାନ୍ତ ହୋଇଛି। ୯୯ ବର୍ଷ ବୟସରେ ନରସିଂହପୁରର ଝୋତେଶ୍ୱରସ୍ଥିତ ପରମହଂସୀ ଗଙ୍ଗା ଆଶ୍ରମରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।…

2 years ago