ଶସ୍ତାରେ କିଣନ୍ତୁ ମିନି ଫ୍ରିଜ୍, ଦାମ୍ ୨,୫୦୦ ଟଙ୍କାରୁ ବି କମ୍! ମିଳିବ ଅନେକ ଭଲ ଫିଚର
ଏବେ ଅତ୍ୟଧିକ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଟାଣ ଖରାରେ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି। ଏମିତି ସ୍ଥିତିରେ କେବଳ ଥଣ୍ଡା ପାନୀୟ ହିଁ ଆରାମ ଦେଇ ପାରିବ। ଏଥିପାଇଁ ଆପଣଙ୍କୁ ଦରକାର ପଡ଼ିବ ଏକ ରେଫ୍ରିଜେରେଟର। ଯେହେତୁ ଆଗକୁ ମୌସୁମୀ ଆସିବାର ଅଛି, ତେଣୁ ଆପଣ ଏହାକୁ କମ୍ ବ୍ୟବହାର କରି…