ସାମସଙ୍ଗ ଲଞ୍ଚ କଲା Wifiର ଡବଲ ଡୋର ରେଫ୍ରିଜରେଟର, ରୋଷେଇ ଘରକୁ କରିବ ଅଧିକ ଷ୍ଟାଇଲିସ୍
ସାମସଙ୍ଗ ଏକ ନୂଆ ରେଫ୍ରିଜରେଟର ଲଞ୍ଚ କରିଛି, ଯାହାର ନାମ Bespoke ଡବଲ୍ ଡୋର ରେଫ୍ରିଜରେଟର ରହିଛି । ଏହି ଫ୍ରିଜ୍ ମଡର୍ଣ୍ଣ ଗ୍ରାହକଙ୍କ ପାଇଁ ଡିଜାଇନ୍ ହୋଇଛି ଏବଂ ସୁନ୍ଦର କଲର ଭାରିଆଣ୍ଟରେ ଆପଣ ଏହାକୁ କିଣି ପାରିବେ । ଏହି ରେଫ୍ରିଜରେଟରରେ ଏକ ପ୍ରିମିୟମ୍ ଷ୍ଟିଲ୍ କୋଟେଡ ଗ୍ଲାସ୍…