Browsing Tag

friend killed

ବନ୍ଧୁ ସାଜିଲା ପିଶାଚ: ନିଜ ସାଙ୍ଗକୁ ଦେଲା ଏମିତି ମୃତ୍ୟୁ, ଜାଣିଲେ ଶିହରି ଉଠିବ ଛାତି

ଆଗ୍ରା: ବନ୍ଧୁ ସାଜିଲା ପିଶାଚ। ସାମାନ୍ଯ ଟଙ୍କା ପାଇଁ ନିଜ ବନ୍ଧୁକୁ ଦେଲା ଏମିତି ମୃତ୍ୟୁ ଯାହାକୁ କଳ୍ପନାରେ ବି କେହି ଭାବି ପାରିବେ ନାହିଁ । ଏହି ଘଟଣା ଘଟିଛି, ଉତ୍ତରପ୍ରଦେଶର ଆଗ୍ରାରେ । ଯେଉଁଠାରେ ଜଣେ ବନ୍ଧୁ ନିଜର ବନ୍ଧୁକୁ ହତ୍ଯା କରିଛି । କେବଳ ହତ୍ଯା କରିଛି ତାହା ନୁହେଁ ବରଂ…

ବନ୍ଧୁତାରେ ଦେଲେ ବିଷ: ଉତ୍ତ୍ୟକ୍ତ ହୋଇ ଜଣେ ସାଙ୍ଗକୁ ମାରିଲେ ୩ ସାଙ୍ଗ

ବୌଦ୍ଧ: ମନୁଷ୍ୟ ଜୀବନରେ ବନ୍ଧୁତାର ଏକ ଭିନ୍ନ ସ୍ଥାନ ରହିଛି। କିନ୍ତୁ ବର୍ତ୍ତମାନ ଯୁଗରେ ଏଥିରେ ମଧ୍ୟ ବିଶ୍ବାସଘାତକତା କରିବାକୁ ପଛାଉ ନାହାନ୍ତି ଲୋକ। ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମଳିକପଡ଼ାରେ ହତ୍ୟାକାଣ୍ଡ ଗତକାଲି ରାତିରେ ୪ ଜଣ ସାଙ୍ଗ ଏକାଠି ମିଶି ଭୋଜି…