Browsing Tag

frog wedding for rain

ବର୍ଷା ପାଇଁ ଏବେ ଭଗବନାଙ୍କ ଶରଣରେ ଚାଷୀ, ପାଣି ପାଇଁ କରୁଛନ୍ତି ବେଙ୍ଗ ବେଙ୍ଗୁଲି ବାହାଘର

ସୁନ୍ଦରଗଡ (କେନ୍ୟୁଜ) : ତିଅ।ରି ହୋଇଛି ବେଦି, ବରଯାତ୍ରୀରେ ନାଚୁଛନ୍ତି ଲୋକେ,ଭୋଜି ଖାଉଛନ୍ତି ବରଯାତ୍ରୀ, ଦୃଶ୍ଯ ଦେଖିଲେ ଲାଗୁଛି ଏଠି ଚାଲିଛି ସତସତିକା ବାହାଘର, ମାତ୍ର ଏଠି କୌଣସି ପୁରୁଷ ଓ ମହିଳାଙ୍କ ବାହା ଘର ହେଉନାହିଁ ବରଂ ବର୍ଷା ପାଇଁ ଲୋକେ କରୁଛନ୍ତି ବେଙ୍ଗବେଙ୍ଗୁଲିଙ୍କର…

ଆଦିବାସୀଙ୍କ ଅତୁଟ ବିଶ୍ୱାସ: ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲି ବିବାହ, ଇନ୍ଦ୍ର ଦେବଙ୍କୁ ପ୍ରସନ୍ନ କରିବାର ପରମ୍ପରା

ନବରଙ୍ଗପୁର: ବାଜା ବଜେଇ ରୋଷଣୀ କରି ଆସୁଛି ବର । ପାଦ ରେ ପାଦ ଆଉ କାନ୍ଧରେ କାନ୍ଧ ମିଶାଇ ନାଚୁଛନ୍ତି ବର ଯାତ୍ରୀ , ପୁରହିତଙ୍କ ମନ୍ତ୍ର ପାଠ ବି ଚାଲିଛି । ପାରମ୍ପରିକ ରୀତିନୀତି ରେ ହସ୍ତଗଣ୍ଠି ଆଉ ଭୋଜି ଭାତର ଆୟୋଜନ ମଧ୍ଯ ହୋଇଛି । ଆପଣ ଭାବୁଥିବେ ଦର୍ଶକ ବନ୍ଧୁ ଏ ବୋଧେ କାହାର ବାହାଘରର…