Browsing Tag

froud

ସାଇବର ଠକାମୀର ଶିକାର ହୋଇ ହରାଇଲେ ୫ ଲକ୍ଷ ୨୦ ହଜାର ୯୯୯ ଟଙ୍କା

କଟକ: ଅବିକଳ ବ୍ୟାଙ୍କ ଆପ ଭଳି ଇଣ୍ଟରଫେସ ଥିବା ଲିଙ୍କ ଅନନ୍ତଙ୍କ ହ୍ଵାଟ୍ସଆପ୍‌ରେ ଦେଇଥିଲେ ସାଇବର ଠକ । ଅନନ୍ତ ସେହି ଆପ୍‌ ଖୋଲିବା ପରେ ଜାଣି ପାରିନଥିଲେ ସେ ଠକାମୀର ଶିକାର ହେଉଛନ୍ତି ବୋଲି। କିନ୍ତୁ ଲିଙ୍କ ଖୋଲି ଯାହା ଇନପୁଟ ମାଗିଲା ସେ ସବୁ ଗୋଟିକ ପରେ ଗୋଟିଏ ଦେଇଚାଲିଥିଲେ । ଆଉ…

ଜାଲ୍ ମେସେଜ ଦେଇ ଦେଶର ବିଭିନ୍ନ ଅଞ୍ଚଳରୁ ଲୋକଙ୍କୁ ଠକୁଥିଲେ ମୟୁରଭଞ୍ଜର ୬ ଅଭିଯୁକ୍ତ, ଗିରଫ କଲା କ୍ରାଇମବ୍ରାଞ୍ଚ 

କଟକ(କେନ୍ୟୁଜ୍):   ଓଡିଶା କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା। ମୟୁରଭଞ୍ଜରେ ଚଢ଼ାଉ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଜାଲ ମେସେଜ ଦେଇ ଦେଶର ବିଭିନ୍ନ ଅଞ୍ଚଳରୁ ଲୋକଙ୍କୁ ଠକେଇ କରୁଥିଲେ। ଓଡିଶା ଏଵଂ ବିହାରରେ ଚାଲିଥିଲା ଏହି ଗ୍ୟାଙ୍ଗ। ଭାରତ ସରକାରଙ୍କ ଟେଲି କମୁନିକେସନ…