‘୧୦ କୋଟି ଗ୍ରାହକଙ୍କର ମାଗଣା ରିଚାର୍ଜ କରୁଛନ୍ତି ସରକାର’- ଆପଣଙ୍କୁ ବି ଆସିଛି କି ଏହି ମେସେଜ୍? ହୋଇଯାଆନ୍ତୁ ଆଲର୍ଟ
ମୋବାଇଲକୁ ଆସୁଥିବା ନକଲି ମେସେଜ୍ ଓ କଲ୍କୁ ବିଶ୍ୱାସ ନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ଟେଲିକମ୍ ସଂଗଠନ। ଦୂର ସଞ୍ଚାର କମ୍ପାନୀର ସଂଗଠନ ସେଲ୍ୟୁଲାର ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ସିଓଏଆଇ) ଫ୍ରଡ୍ ମେସେଜ୍କୁ ବିଶ୍ୱାସ ନ କରିବାକୁ କହିଛନ୍ତି। ଏହି ଫ୍ରଡ୍ ମେସେଜ୍…