ଶୀତଦିନେ ପିଅନ୍ତୁ ଏହି ସବୁ ଜୁସ, ଚମକିବ ଆପଣଙ୍କ ତ୍ୱଚା
ଶୀତଦିନ ଆସିବା ମାତ୍ରେ ହି ଆମ ତ୍ୱଚା ଶୁଷ୍କ ହୋଇଯାଏ । କାରଣ ଥଣ୍ଡା ପବନ ତ୍ୱଚାର ମଶ୍ଚରାଇଜ ଗୁଣ ଟାଣି ନେଇଥାଏ, ଯାହାଦ୍ୱାରା ତ୍ୱଚା ଶୁଷ୍କ ଏବଂ ରୁକ୍ଷ ହୋଇଯାଏ । ଏହି ଋତୁରେ ଉପଲବ୍ଧ ଫଳ ଏବଂ ପନିପରିବା ଆମ ଚର୍ମ ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ତେଣୁ ଯଦି ଆପଣ ମଧ୍ୟ…