ଆପଣ ଜାଣନ୍ତି କି ଫଳରେ ଲାଗିଥିବା ଷ୍ଟିକରର ଅର୍ଥ କ’ଣ? କିଣିବା ପୂର୍ବରୁ ଜାଣିନିଅନ୍ତୁ ଏହାର ଉତ୍ତର
ଫଳ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ତେଣୁ ସମସ୍ତେ ନିଜ ଖାଦ୍ୟ ସାରଣୀରେ ଫଳକୁ ଯେମିତି ବି ହେଉ ସାମିଲ କରିବାକୁ ଚେଷ୍ଟା କରିଥାନ୍ତି । ତେବେ ଆପଣ ମାର୍କେଟକୁ ସେଓ କିମ୍ୱା ଅନ୍ୟାନ୍ୟ ଫଳ କିଣିବାକୁ ଯିବା ସମୟରେ ଫଳ ଉପରେ ଷ୍ଟିକର ଲାଗିଥିବାର ନିଶ୍ଚୟ ଦେଖିଥିବେ । ଏହି ସମୟରେ…