ଖବରକାଗଜରେ ଖାଆନ୍ତୁ ନାହିଁ ଖାଦ୍ୟ; ଉତ୍ସବ ପୂର୍ବରୁ ଗାଇଡ୍ଲାଇନ୍ ଜାରି କଲା FSSAI
ଦେଶରେ ଉତ୍ସବ ଋତୁ ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ବର୍ଷ ଉତ୍ସବ ସମୟରେ ମିଠାର ବ୍ୟବହାର ଅନେକ ଗୁଣା ବଢ଼ିଯାଇଥାଏ। ତେଣୁ ମିଠାର ଚାହିଦାକୁ ଦୃଷ୍ଟିରେ ରଖି ସେଫ୍ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡ ଅଥରିଟୀ ଅଫ୍ ଇଣ୍ଡିଆ (FSSAI) ବର୍ତ୍ତମାନ କିଛି ଅତ୍ୟାବଶ୍ୟକ ଗାଇଡ୍ଲାଇନ୍ ଜାରି କରିଛି।
ଚଳିତ…