Browsing Tag

fuel restrictions

କରୋନା କଟକଣା : ସ୍କୁଟରକୁ ୩ ଲିଟର ଓ ବାଇକ୍‌କୁ ୫ ଲିଟର ତେଲ ମିଳିବ

ଆଇଜଲ୍ : ମହାମାରୀ କରୋନା ସଂକ୍ରମଣ ଏବେ ଇନ୍ଧନକୁ ପ୍ରଭାବିତ କରିଛି । ତାହା ପୁଣି ସର୍ବସାଧାରଣଙ୍କୁ ଭୀଷଣ ହଇରାଣ କଲା ଭଳି । ଏଣିକି ଲୋକେ ପେଟ୍ରୋଲ ପମ୍ପରେ ମନ ଇଚ୍ଛା ତେଲ ପକାଇ ପାରିବେ ନାହିଁ । ତେବେ ଡରନ୍ତୁ ନାହିଁ, ଏହି ନିୟମ କେବଳ ମିଜୋରାମ ସରକାରଙ୍କର । ଗତକାଲି ଏ ନେଇ ରାଜ୍ୟ…