ଜାମିନ ବିହୀନ ପରଓ୍ଵାନା ବିରୋଧରେ ରାଜ୍ୟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ୍: ବନ୍ଧା ହେଲେ ୩ ହଜାର ୪୮୮ ପଳାତକ
ଭୁବନେଶ୍ବର(କେନ୍ଯୁଜ୍): ୩ ହଜାର ୪୮୮ ପଳାତକଙ୍କୁ ବାନ୍ଧିଲା ପୋଲିସ । ଜାମିନ ବିହୀନ ପରଓ୍ଵାନା ବିରୋଧରେ ରାଜ୍ୟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ୍ । ୫ ତାରିଖରୁ ୧୪ ତାରିଖ ମଧ୍ୟରେ ୩ ହଜାର ୪୮୮ ପଳାତକଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସ । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ଗିରଫ ହୋଇଛନ୍ତି । ୫୯୨…