ପୃଥିବୀରୁ ଚନ୍ଦ୍ରକୁ ଯିବା ପାଇଁ କେତେ ସମୟ ଲାଗେ? ଜାଣନ୍ତୁ ଚନ୍ଦ୍ରକୁ ନେଇ ଅନେକ ରୋଚକ ତଥ୍ୟ
ଜହ୍ନ ଦେଖିବାକୁ ଭାରି ସୁନ୍ଦର । ରାତିର ଘନ ଅନ୍ଧକାରରେ ଆକାଶରେ ତାରା ମାନଙ୍କ ସହ ଶୋଭାପାଏ ଏହି ଜହ୍ନ । କୁହାଯାଏ ଜହ୍ନକୁ ଦେଖି କ୍ୟାଲେଣ୍ଡର ତିଆରି କରାଯାଇଛି । ଏହାକୁ ନେଇ ଅନେକ କାହାଣୀ ମଧ୍ୟ ସାମ୍ନାକୁ ଆସିଛି । ଏହି ଜହ୍ନକୁ ନେଇ ଲୁୂଚି ରହିଛି ଅନେକ ରହସ୍ୟ ଯାହା ବିଷୟରେ ସମ୍ପୂର୍ଣ…