ଆଜି ଲାଗି ହେବ ଫୁଲୁରୀ ତେଲ, ଧୀରେ ଧୀରେ ସୁସ୍ଥ ହେବେ ଚତୁର୍ଦ୍ଧା ମୂର୍ତ୍ତି
ପୁରୀ(କେନ୍ୟୁଜ): ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜୀଉ । ସେବାରେ ଲାଗିଛନ୍ତି ଶ୍ରୀଅଙ୍ଗ ସୁରକ୍ଷାରେ ଥିବା ଦଇତାପତି । ଆଜି ଫୁଲୁରୀ ତେଲ ଲାଗିହେବ । ଅଣସର ଘରେ ଚାଲିଛି ଗୁପ୍ତ ସେବା । ମହାପ୍ରଭୁ କିପରି ସୁସ୍ଥ ହେବେ ସେଥିପାଇଁ ଆଜି ରାତିରେ ଶ୍ରୀଅଙ୍ଗରେ ଲାଗି ହେବ…