ନାଷ୍ଟ୍ରୋଡମସ୍ ଓ ବାବା ଭେଙ୍ଗାଙ୍କ ଭଳି ଏହି ୧୯ ବର୍ଷର ଝିଅ ବି କରୁଛି ଭବିଷ୍ୟବାଣୀ, କହୁଥିବା ସବୁ କଥା ହୋଇଛି ସତ
ଭବିଷ୍ୟତରେ କ’ଣ ହେବ ସେ ନେଇ ଲୋକଙ୍କ ମଧ୍ୟରେ ସବୁବେଳେ ଉତ୍ସୁକତା ରହିଥାଏ। ବାବା ଭେଙ୍ଗା ହୁଅନ୍ତୁ କି ନାଷ୍ଟ୍ରୋଡମସ୍, ସମସ୍ତେ ଭବିଷ୍ୟତକୁ ନେଇ ଅନେକ କିଛି କହିଥାନ୍ତି, ଯାହା କେତେକାଂଶରେ ସତ ବି ହୋଇଛି। ତେବେ ବର୍ତ୍ତମାନ ଆଉ ଜଣେ ଝିଅ ୨୦୨୨କୁ ନେଇ ୨୮ଟି ଭବିଷ୍ୟତବାଣୀ କରିଛନ୍ତି।…