Browsing Tag

Gabba Test

ବର୍ଷା ଯୋଗୁଁ ଭାରତ-ଅଷ୍ଟ୍ରେଲିଆ ବ୍ରିସବେନ ଟେଷ୍ଟ ଡ୍ର, ନିଶ୍ଚିତ ପରାଜୟରୁ ବଞ୍ଚିଲା ଟିମ୍ ଇଣ୍ଡିଆ

ଭାରତ-ଅଷ୍ଟ୍ରେଲିଆ ବ୍ରିସବେନ ଟେଷ୍ଟ ଶେଷରେ ଡ୍ର ହୋଇଛି । ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆର ଶୋଚନୀୟ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ୮୯ ରନରେ ୭ ୱିକେଟ ହରାଇବା ପରେ ପାଳି ଘୋଷଣା କରିଥିଲା ଅଷ୍ଟ୍ରେଲିଆ । ଭାରତ ଆଗରେ ୨୭୫ ରନର ବିଜୟ ଲକ୍ଷ୍ୟ ରହିଥିଲା । ବୁମରା, ଶିରାଜ ଓ ଆକାଶଦୀପଙ୍କ…

ଗାବାରେ ଭାରତ ଫଲୋଅନ ଏଡାଇବା ପରେ ଡ୍ରେସିଂ ରୁମରେ ସେଲିବ୍ରେସନ, ଭିଡିଓ ଭାଇରଲ

ବ୍ରିସବେନର ଗାବାରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟର ୪ର୍ଥ ଦିନରେ ଫଲୋଅନ ଏଡାଇଛି ଭାରତୀୟ ଟିମ୍ । ଶେଷ ୱିକେଟ ପାଇଁ ଆକାଶ ଦୀପ ଓ ଯଶପ୍ରୀତ ବୁମରା ଧୈର୍ଯ୍ୟର ସହ ବ୍ୟାଟିଂ କରି ଫଲୋଅନ ଏଡ଼ାଇ ପାରିଛନ୍ତି । ୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ୯ ୱିକେଟ ହରାଇ ୨୫୨ ରନ…

ଭାରତ-ଅଷ୍ଟ୍ରେଲିଆ ଗାବା ଟେଷ୍ଟ : ବୁମରା ଏବଂ ଆକାଶଦୀପଙ୍କ ପାର୍ଟନରସିପ୍ ବଳରେ ଫଲୋଅନ ଏଡାଇଲା ଭାରତ

ବ୍ରିସବେନର ଗାବାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟରେ ଫଲୋଅନ ଏଡାଇବାରେ ସଫଳ ହେଲା ଭାରତ । ବୁମରା ଓ ଆକାଶଦୀପଙ୍କ ପାର୍ଟନରସିପ୍  ବଳରେ ୨୫୦ରନ୍ ପାରି କରିଛି ଟିମ୍ ।  ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୯ୱିକେଟ ହରାଇ ଭାରତ ୨୫୨ ରନ କରିଛି ।  ୨୧୩ ରନରେ ଭାରତ ନବମ  ୱିକେଟ୍…

ଆଶେସ ସିରିଜ: ବ୍ରିସବେନ ଟେଷ୍ଟ ଜିତିଲା ଅଷ୍ଟ୍ରେଲିଆ, ୯ ଓ୍ଵିକେଟରେ ହାରିଲା ଇଂଲଣ୍ଡ

ଇଂଲଣ୍ଡ ବିପକ୍ଷରେ ବ୍ରିସବେନରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ ଜିତିଛି ଅଷ୍ଟ୍ରେଲିଆ। ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ଇଂଲଣ୍ଡକୁ ୯ ୱିକେଟ ପରାସ୍ତ କରିଛି ଅଷ୍ଟ୍ରେଲିଆ। ମାତ୍ର ୩ ଦିନରେ ଟେଷ୍ଟ ମ୍ୟାଚକୁ ଶେଷ କରିଛି ଅଷ୍ଟ୍ରେଲିଆ। ଏହି ବିଜୟ ପରେ ୫ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ…