କଟକ: ବଦଳିଗଲା ଗଡ଼ଗଡ଼ିଆ ଘାଟର ରୂପରେଖ, ହରିଦ୍ୱାର ଢାଞ୍ଚାରେ ତିଆରି ହେଉଛି ନୂଆ ତୁଠ
କେନ୍ୟୁଜ୍(ବ୍ୟୁରୋ): ମହାନଦୀ କୂଳ ଗଡ଼ଗଡ଼ିଆ ଘାଟ। ଗୌରବମୟ ନୌବାଣିଜ୍ୟ ପରମ୍ପରାର ଅନ୍ୟତମ ମୁକ ସାକ୍ଷୀ ଏହି ସ୍ଥାନ। ଯେଉଁ ସମୟରେ ଜଳପଥରେ ଯାତାୟାତ ଗୁରୁତ୍ବ ବହନ କରୁଥିଲା, ସେ ସମୟରେ ଏହି ଅଞ୍ଚଳର ଚାହିଦା ଓ ଲୋକପ୍ରିୟତା ଥିଲା ଆକାଶ ଛୁଆଁ। ବାଲିଯାତ୍ରା ତଳ ପଡିଆକୁ ଲାଗି କରି ରହିଥିବା…