Browsing Tag

gahirmatha olive ridley

ଅସୁରକ୍ଷିତ ଅଲିଭ ରିଡ଼ଲେ, ଏନ୍ତୁଡ଼ିଶାଳ ଗହୀରମଥା ପାଲଟିଛି ମଶାଣି ଭୂଇଁ

ରାଜନଗର(କେନ୍ୟୁଜ୍‌): ଓଡିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ କେନ୍ଦ୍ରାପଡା ଜିଲ୍ଲା ଗହିରମଥାକୁ ସୁରକ୍ଷିତ ମନେକରି ବଂଶବୃଦ୍ଧି କରିବା ପାଇଁ ପ୍ରଶାନ୍ତ ମହାସାଗର ରୁ ହଜାର ହଜାର ନଟିକାଲ ମାଇଲ ସମୁଦ୍ର ନୀଳ ଜଳରାଶିକୁ ଅତିକ୍ରମକରି ବିରଳ ଅଲିଭିରିଡଲେ କଇଁଛମାନେ ଆସିଥାନ୍ତି । ଏହି କଇଁଛ…

ଗହୀରମଥାରେ ଅସୁରକ୍ଷିତ ଅଲିଭ ରିଡଲେ: ବେଆଇନ ମାଛ ମାରୁଥିବାବେଳେ ୨ଟି ଟ୍ରଲର ଜବତ, ୧୦ ଗିରଫ

ରାଜନଗର (କେନ୍ୟୁଜ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରୁ ଜବତ ହେଲା ଟ୍ରଲର। ଗତକାଲି ବିଳମ୍ବିତ ରାତିରେ ଅଗରନାଶି ନିକଟରେ ବେଆଇନ ଭାବେ ମାଛ ମାରୁଥିବାବେଳେ ୨ଟି ଟ୍ରଲର ଜବତ। ସି କିଙ୍ଗ ଟ୍ରଲର ସହ ୧୦ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ତେବେ ଅନ୍ୟ ଏକ ଟ୍ରଲରକୁ ବନବିଭାଗ…

ଗହିରମଥାରେ ସରିଲା ଅଲିଭ ରିଡଲେଙ୍କ ଅଣ୍ଡା ଦାନ ପ୍ରକ୍ରିୟା, ଅଣ୍ଡାକୁ ସୁରକ୍ଷା ଦେବାକୁ ୭୦ବନ କର୍ମଚାରୀ ନିୟୋଜିତ

ରାଜନଗର(କେନ୍ୟୁଜ୍): ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଶେଷ ହୋଇଛି ଅଲିଭ ରିଡଲେଙ୍କ ସାମୁହିକ ଅଣ୍ଡା ଦାନ ପ୍ରକ୍ରିୟା। ଚଳିତ ବର୍ଷ ଗହିରମଥାରେ ୫ଲକ୍ଷ ୧ହଜାର କଇଁଛ ଅଣ୍ଡାଦାନ କରିଛନ୍ତି। ମାର୍ଚ୍ଚ ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା।…

ଗହୀରମଥାରେ ଅଣ୍ଡା ଦେଉଛନ୍ତି ଅଲିଭ ରିଡଲେ: ଲକ୍ଷ ଲକ୍ଷ ଅଣ୍ଡାକୁ ସୁରକ୍ଷିତ ରଖିବା ପାଇଁ ବନ ବିଭାଗର ସ୍ୱତନ୍ତ୍ର…

ଗହୀରମଥା (କେନ୍ୟୁଜ): ଗତ ୨୩ ତାରିଖରୁ ସାମୁହିକ ଅଣ୍ଡାଦାନ କରିଛନ୍ତି ଅଲିଭ ରିଡଲେ କଇଁଛ । ଦୁଇ ଦିନରେ ପ୍ରାୟ ଚାରି ଲକ୍ଷ ୩୦ହଜାରରୁ ଅଧିକ ଅଣ୍ଡାଦାନ କରିଛନ୍ତି । ୨୫ ତାରିଖ ମଧ୍ୟରାତ୍ରରେ ମୋଟ ୨ଲକ୍ଷ ୪୫ ହଜାର ୧୮୮ ଅଲିଭ ରିଡଲେ କଇଁଛ ସାମୁହିକ ଭାବେ ଅଣ୍ଡାଦାନ କରିଥିବା ବେଳେ ୨୬ତାରିଖରେ…

ଗହିରମଥାରେ ଅଲିଭି ରିଡଲେଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଅଣ୍ଡାଦାନ

ରାଜନଗର(କେନ୍ୟୁଜ): ଅଲିଭି ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ । ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଆରମ୍ଭ ହୋଇଛି ଅଲିଭି ରିଡଲେଙ୍କ ସାମୁହିକ ଅଣ୍ଡା ଦାନ ପ୍ରକ୍ରିୟା । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଅଣ୍ଡାଦାନ କରିଛନ୍ତି । ସୁଦୂର ଜାଫନା ଉପକୂଳରୁ ଆସିଥିବା ଅଲିଭ ରିଡଲେ ଗତ ୨୫ତାରିଖ…

ରହସ୍ୟମୟ ସାମୁଦ୍ରିକ ଜୀବ ଅଲିଭ ରିଡଲେ, ଜାଣନ୍ତୁ ଗହୀରମଥାର କିଛି ଗହନ କଥା

ନୀଳ ଜଳରାଶିର ବିଶାଳ ସମୁଦ୍ର। କେଉଁଠି ଶାନ୍ତ ତ ଆଉ କେଉଁଠି ଭୀଷଣ ଗର୍ଜନରେ ମତ୍ତ। ଅତ୍ୟନ୍ତ ରହସ୍ୟମୟ। ଯାହା ଭୂଭାଗ ଠାରୁ ବି ଅଧିକ ବ୍ୟାପିଛି। ଆଉ ତା ଭିତରେ ବାସ କରୁଥିବା ଜୀବଙ୍କ ରହସ୍ୟ ମଧ୍ୟ କିଛି କମ୍‌ ନୁହେଁ। ଆସନ୍ତୁ ଜାଣିବା ସେଇ ରହସ୍ୟମୟ ସାମୁଦ୍ରିକ ଜୀବ ବିଷୟରେ କିଛି ଅଜଣା କଥା…

ବଂଶ ବୃଦ୍ଧି ନେଇ ଗହୀରମଥାକୁ ଆସିବେ ବିରଳ ଅଲିଭରିଡଲେ କଇଁଛ

ରାଜନଗର(କେନ୍ଯୁଜ୍): ମିଶନ ଅଲିଭ୍‌ରିଡଲେ। ବଂଶ ବୃଦ୍ଧି ନେଇ ଗହୀରମଥାକୁ ଆସିବେ ବିରଳ ଅଲିଭରିଡଲେ କଇଁଛ। ଏଥିପାଇଁ ଦୀର୍ଘ ୭ ମାସ ଧରି ଗହୀରମଥାର ଧାମରା ମୁହାଣରୁ ଦେବୀ ମୁହାଣ ଯାଏଁ ମାଛ ମାରିବା ଉପରେ କଟକଣାକୁ କଡାକଡି କରାଯାଇଛି। ନଭେମ୍ବର ୧ରୁ ମେ ୩୧ ତାରିଖ ଯାଏଁ ଏହି କଟକଣା…