Browsing Tag

gajalaxmi puja

ଧରାବତରଣ କରିଛନ୍ତି ଧନଦାତ୍ରୀ: କେନ୍ଦ୍ରାପଡ଼ା, ଅନୁଗୁଳ ସମେତ ଢେଙ୍କାନାଳ ସହରରେ ଧୁମଧାମରେ ଚାଲିଛି ଲକ୍ଷ୍ମୀପୂଜା

କେନ୍ୟୁଜ୍: ଧରାବତରଣ କରିଛନ୍ତି ଧନଦାତ୍ରୀ । କେନ୍ଦ୍ରାପଡ଼ା, ଅନୁଗୁଳ ସମେତ ଢେଙ୍କାନାଳ ସହରରେ ବେଶେ ଧୁମଧାମରେ ପାଳିତ ହେଉଛି ଲକ୍ଷ୍ମୀପୂଜା । ଅନୁଗୁଳରୋ ୨୯ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଧନଲକ୍ଷ୍ମୀ । ଚଳିତବର୍ଷ ଜିଲ୍ଲାର କାଞ୍ଚନ ବଜାର ତୋରଣ, ବଜାର ଛକର ଡିଜିଟାଲ ସାଜସଜା,…

ଆସନ୍ତାକାଲି ଧନଧାନ୍ୟ ଓ ଐଶ୍ୱର୍ଯ୍ୟର ଦେବୀ ମା’ଗଜଲକ୍ଷ୍ମୀଙ୍କ ପୂଜା: ଚଳଚଞ୍ଚଳ ଢେଙ୍କାନାଳ, କେନ୍ଦ୍ରାପଡା,…

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ଧନଧାନ୍ୟ ଓ ଐଶ୍ୱର୍ଯ୍ୟର ଦେବୀ ମା'ଗଜଲକ୍ଷ୍ମୀଙ୍କ ପୂଜା । ମା'ଙ୍କ ଆବାହନ ପାଇଁ ଚଳଚଞ୍ଚଳ ବିଭିନ୍ନ  ସହର । ପୂଜା ମଣ୍ଡପ ଗୁଡ଼ିକରେ ଚାଲିଛି ସାଜସଜା । ତୋରଣ ଓ ମୂର୍ତ୍ତି କାମରେ ଲାଗିଛନ୍ତି କାରିଗର । ୨ବର୍ଷର କରୋନା କଟକଣା ପରେ ପୂଜା ହେଉଥିବାରୁ…

ଆଜି କୁଆଁରୀଙ୍କ ପର୍ବ କୁମାର ପୂର୍ଣ୍ଣିମା; ଜାଣନ୍ତୁ ଏହାସହ ଜଡିତ ଇତିହାସ ଓ ପରମ୍ପରା

ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା । ବାର ମାସରେ ତେର ପର୍ବ ମଧ୍ୟରେ କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ। ଏହାକୁ କୁମାରୋତ୍ସବ ମଧ୍ୟ କୁହାଯାଏ। ଏହି ଦିନ ମଧ୍ୟ ଗଜଲକ୍ଷ୍ମୀ ପୂଜା ହୋଇଥାଏ। ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ। ଏହି…

ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ନିରାଡମ୍ବର ଭାବେ ପାଳନ କରିବାକୁ ମିଳିଲା ଅନୁମତି, ବନ୍ଦ ରହିବ ମାଆଙ୍କ…

ଢେଙ୍କାନାଳ: ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି । କୋଭିଡ ନିୟମ ଅନୁସାରେ ପୂଜା କରିବାକୁ ପ୍ରଶାସନ ଅନୁମତି ଦେଇଛି । ୩୦ରୁ ଆରମ୍ଭ ହୋଇ ୧୧ ଦିନ ଧରି ଚାଲିବ ପୂଜା । ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମାଆ ଲକ୍ଷ୍ମୀ । ସମସ୍ତ ମେଢର…

ଫୁଲବାଣୀରେ ଗଜଲକ୍ଷ୍ମୀ ପୂଜା ବୁଲିଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ସାଙ୍ଗରେ ବୁଲିଛନ୍ତି ଫୁଲବାଣୀ ବିଧାୟକ

କନ୍ଧମାଳ(କେନ୍ୟୁଜ୍):  ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲି ଦେଖିଛନ୍ତି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ଫୁଲବାଣୀ ମେଡିକାଲ ଛକରେ ଥିବା ଚାଇନା ମାର୍କେଟ୍‌ ଓ କୁମ୍ଭାରପଡ଼ା ଗାଁରେ ଆୟୋଜିତ ପୂଜା ବୁଲିଛନ୍ତି । ଡକ୍ଟର ସାମନ୍ତ ଓ ଫୁଲବାଣୀ ବିଧାୟକ, ଫୁଲବାଣୀ ନିର୍ବାଚନ ମଣ୍ଡଳୀର…

ଧରାବତରଣ କରିଛନ୍ତି ଧନଲକ୍ଷ୍ମୀ, ସଜେଇ ହୋଇଛି ଢେଙ୍କାନାଳ ଓ କେନ୍ଦ୍ରାପଡା ସହର

କେନ୍ୟୁଜ୍: ଧରାବତରଣ କରିଛନ୍ତି ଧନଲକ୍ଷ୍ମୀ। ଏଥିପାଇଁ ଚଳଚଞ୍ଚଳ ପୁରପଲ୍ଲୀ । ଧନଧାନ୍ୟ ଓ ଐଶ୍ୱର୍ଯ୍ୟର ଦେବୀଙ୍କ ଆବାହନ ପାଇଁ ଉତ୍ସବମୁଖର କେନ୍ଦ୍ରାପଡ଼ା । ସଜେଇ ହୋଇଛି ପୁରା ସହର। ୭୬ଟି ମଣ୍ଡପରେ ପୂଜା ପାଉଛନ୍ତି ମାଆ ଲକ୍ଷ୍ମୀ। ସୁଉଚ୍ଚ ତୋରଣ ସାଙ୍ଗକୁ ଆକଷର୍ଣୀୟ ମେଢ଼ରେ ତୁଳସୀ କ୍ଷେତ୍ର…

ଆଜି ଗଜଲକ୍ଷ୍ମୀ ପୂଜା, ଚଳଚଞ୍ଚଳ ଶିଳ୍ପନଗରୀ ଅନୁଗୁଳ ଓ କେନ୍ଦ୍ରାପଡ଼ା ସହର

କେନ୍ୟୁଜ୍: ଆଜିଠୁ ଆରମ୍ଭ ହେଉଛି ଗଜଲକ୍ଷ୍ମୀ ପୂଜା । ଧରାବତରଣ କରିବେ ମାଆ। ଏଥିପାଇଁ ଚଳଚଞ୍ଚଳ ସାରା ଓଡିଶା। ଧନଧାନ୍ୟ ଓ ଐଶ୍ୱର୍ଯ୍ୟର ଦେବୀ ଗଜଲକ୍ଷ୍ମୀଙ୍କ ଆବାହନ ପାଇଁ ଉତ୍ସବମୁଖର କେନ୍ଦ୍ରାପଡ଼ା। ସଜେଇ ହୋଇଛି ସାରା ସହର । ସହରରେ ୭୬ଟି ମଣ୍ଡପରେ ପୂଜା ପାଇବେ ଗଜଲକ୍ଷ୍ମୀ । ସୁଉଚ୍ଚ ତୋରଣ…