ଶରୀରଠୁ ବଡ ମୁଣ୍ଡ ଆଉ ଟଣା ଟଣା ଆଖି, ଏମିତି ଦିଶୁଛନ୍ତି କଳିଯୁଗର ଗଣେଶ
ଘରେ ସବୁଠୁ ଖୁସିର ଦିନ ସେତେବେଳେ ହୋଇଥାଏ ଯେତେବେଳେ ଶିଶୁ କେହି ଜନ୍ମ ନିଏ । ଜଳନ୍ଧରରେ ଏକ ପରିବାର ବି ଅପେକ୍ଷା କରିଥିଲା ଘରକୁ ଆସିବ ନୂଆ ଅତିଥି । ୨୦୧୦ର କଥା ଯେବେ ଶିଶୁଟିଏ ଜନ୍ମ ନିଏ ଦେଖିବା ଲୋକଙ୍କ ଆଖି ଖୋଲା ରହିଯାଏ । କାରଣ ଏହି ଶିଶୁଟି ଦେଖିବାକୁ ସାମାନ୍ୟ ନଥିଲା । ଶରୀର ଠାରୁ…