ବିଦ୍ୟାଭାରତୀଙ୍କ ସହ ସମ୍ପକର୍କକୁ ଖଣ୍ଡନ କଲେ ଡିଏଫଓ, ୩ ଘଣ୍ଟା ଜେରା ପରେ ଛାଡ଼ିଲା ପୋଲିସ
କେନ୍ୟୁଜ୍(ବ୍ୟୁରୋ): ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ DFO ସଂଗ୍ରାମ କେଶରୀ ବେହେରାଙ୍କୁ ଘନ ଘନ ଜେରା।ପାରଳାଖେମୁଣ୍ଡି ପୋଲିସ DFOଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ଗୁଡେଇ ତୁଡେଇ ଜେରା କରିଥିଲା। କ୍ରାଇମବ୍ରାଞ୍ଚ ଟିମ୍ ମଧ୍ୟ ପଚରାଉଚରାରେ ସାମିଲ…