Browsing Tag

gajapati news

ଘନ କୁହୁଡି ହେଲା କାଳ: ଓଲଟିଲା କନ୍ୟାଯାତ୍ରୀ ବସ୍‌, ୨୮ ଆହତ

ଗଜପତି(କେନ୍ଯୁଜ୍):  ଓଲଟିଲା କନ୍ୟାଯାତ୍ରୀ ବସ୍‌, ୨୮ ଆହତ। ରାୟଗଡ଼ ଥାନା ଅନ୍ତର୍ଗତ ସେବକପୁରଠାରେ କନ୍ୟା ଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଲସରା ଥାନା ବାଲିପଦର ଗାଁରୁ ଚିକମିକ୍‌ ନାମକ ଏକ ଘରୋଇ ବସ୍‌ କନ୍ୟା ଯାତ୍ରୀଙ୍କୁ ନେଇ ଆସିଥିଲା। ସେବକପୁରଠାରେ ଭାରସାମ୍ୟ ହରାଇ…

ପ୍ରେମ,ପ୍ରତାରଣା,ପରକୀୟା ପ୍ରୀତିର କରୁଣ କାହାଣୀ: ୯ମାସ ପରେ କଅଁଳ ତମ୍ମନା ପାଇଲା ପରିଚୟ

ଗଜପତି(କେନ୍ଯୁଜ୍): କପାଳ ଲିଖନ କିଏ କରିବ ଆନ । ଓଡିଆରେ ଘରେ ଘରେ ଏହି ବାକ୍ଯଟି ବେଶ୍ ପରିଚିତ । ଏହି ପନ୍ଥୀଟିକୁ କହିବାର କାରଣ ଏମିତି ଏକ କାହାଣୀ ଆମେ ଏବେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ହୃଦୟକୁ ଛୁଇଁଯିବ । ଏକ ଶିଶୁ କନ୍ଯାଟି, ଜନ୍ମ ହେଲା ଓଡିଶାରେ, ହେଲେ ତା ନାଁ ଦେଲା ପ୍ରଶାସନ।…

ମହେନ୍ଦ୍ର ତନୟା ନଦୀ ପାର୍‌ ହେବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ଯୁବକ

ଗଜପତି(କେନ୍ଯୁଜ୍): ନଦୀ ପାର୍‌ ହେବା ବେଳେ ଭାସିଗଲେ ଯୁବକ। ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ସଇଲଡା ଗାଁରେ ଏହି ଅଘଟଣ ଘଟିଛି। ନିଖୋଜ ଯୁବକ ସଇଲଡା ଗାଁର ଜି.ରାମୁ। ଗତକାଲି ସେ ମହେନ୍ଦ୍ର ତନୟା ନଦୀ ପାର୍‌ ହେଉଥିବାବେଳେ ପାଣି ସ୍ରୋତରେ ଭାସି ଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଓ ଓଡ୍ରାଫ୍‌…

ଗଜପତି କାଶୀନଗର ଅଞ୍ଚଳରେ ନାବାଳକକୁ ଅପହରଣ ମାମଲା: ଜଣେ ନାବାଳକ ସହ ୮ ଜଣ ଗିରଫ, ନଗଦ ୨ ଲକ୍ଷ ୨୧ ହଜାର ଟଙ୍କା ଜବତ

ଗଜପତି : ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରେ ନାବାଳକକୁ ଅପହରଣ ମାମଲାରେ ଆସିଛି ନାଟକୀୟ ମୋଡ । ଘଟଣାରେ ୮ ଜଣ ଗିରଫ ହେବା ସହ ସେମାନଙ୍କ ଠାରୁ ନଗଦ ୨ ଲକ୍ଷ ୨୧ ହଜାର ଟଙ୍କା, ଗୋଟିଏ କାର, ୫ଟି ବାଇକ୍‌, ୭ଟି ମୋବାଇଲ ଓ ୨ଟି ଔଷଧ ଶିଶି ଜବତ କରିଛି ପୋଲିସ । ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି…

ଗଜପତି: ଭିଜିଲାନ୍ସ ଜାଲରେ ଏସ ରାଉତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହାୟକ ଶିକ୍ଷକ, ୧୨ଟି ସ୍ଥାନରେ ଚାଲିଛି ଚଢାଉ

ଗଜପତି : ଭିଜିଲାନ୍ସ ଜାଲରେ ଶିକ୍ଷକ। ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଲାବଣ୍ୟଗଡ ପଞ୍ଚାୟତ ଏସ ରାଉତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହାୟକ ଶିକ୍ଷକ ଦୁଷ୍ମନ୍ତ ନାୟକ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢଉ କରାଯାଇଛି । ଏକକାଳୀନ ୧୨ଟି ସ୍ଥାନରେ…

ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ମୌଳିକ ସୁବିଧା ଏଠି ସାତ ସପନ, ସକାଳର ସୂର୍ଯ୍ୟାଲୋକ ଓ ସନ୍ଧ୍ୟାର କିରୋସିନି…

ଗଜପତି: କୁହାଯାଏ ଗାଁର ବିକାଶରୁ ହିଁ ଦେଶର ବିକାଶ ସମ୍ଭବ ହୋଇଥାଏ । ତେବେ ଆମ ଦେଶ ଭାରତ ଏକ ବିକାଶ ଶିଳ ରାଷ୍ଟ୍ର ହୋଇଥିଲେ ମଧ୍ଯ ଏବେବି କିଛି ସ୍ଥାନରେ ବର୍ଷ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି ଲୋକେ। ଖାଲି ସେତିକି ନୁହେଁ ସମ୍ବିଧାନ ଦେଇଥିବା ଅଧିକାରରୁ ମଧ୍ୟ…

ଅଦରକାରୀ ପ୍ଲାଷ୍ଟିକ୍ ଓ ପଲିଥିନରୁ ସୌନ୍ଦର୍ଯ୍ୟ ବୃଦ୍ଧି ସାମଗ୍ରୀ, ଯାହା ପ୍ରସ୍ତୁତ କରିଦେଖାଇଛନ୍ତି କାଶୀନଗର ଏନଏସି…

ଗଜପତି: ସମୟ ଆସିଛି କିଛି ଅଲଗା କରିଦେଖାଇବାର। ଅଦରକାରୀକୁ ବ୍ଯବହାର ଯୋଗ୍ଯ କରିବାର। ଦର୍ଶକବନ୍ଧୁ ଦିନକୁ ଦିନ ଜନସଂଖ୍ୟା ବଢି ଚାଲିଛି । ତା ସାଙ୍ଗକୁ ବଢିବାରେ ଲାଗିଛି ରାସ୍ତା ଘାଟ ଆଉ ଘରଦ୍ବାର । ଏହି ଅନୁପାତକୁ ଦେଖିଲେ ସେହି ପରିମାଣରେ ଅଦରକାରୀ ସାମଗ୍ରୀ ମଧ୍ୟ ବଢିଛି । ତେବେ…

ଗଜପତି: ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ, ପ୍ରାଥମିକ ତଦନ୍ତରୁ ଜଣେ ୩୮ବର୍ଷୀୟା ମହିଳାଙ୍କ ବୋଲି କରାଯାଉଛି ସନ୍ଦେହ

ଗଜପତି: ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅନ୍ତର୍ଗତ କଇଁପୁର ପଞ୍ଚାୟତର ଏକ ଜଙ୍ଗଲରେ ନର କଙ୍କାଳର ସନ୍ଧାନ ପାଇଛି ପୋଲିସ । ତେବେ ଉକ୍ତ ନର କଙ୍କାଳ ୩୮ ବର୍ଷିୟ ଜଣେ ମହିଳାଙ୍କ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି । କାରଣ ଗତ ସେପ୍ଟେମ୍ବର ମାସରେ ମହିଳା ଜଣକ ନିଖୋଜ ଥିବା ନେଇ…

ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାରେ ଗତକାଲିଠୁ ଲଗାଣ ବର୍ଷା: ଭୂଷ୍ଖଳନ ଓ ବନ୍ୟା ସମ୍ଭାବିତ ଅଞ୍ଚଳରୁ ୫୦୦ ଲୋକ…

ଗଜପତି: ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାରେ ଗତକାଲିଠୁ ଲଗାଣ ବର୍ଷା ଲାଗି ରହିଛି। ପ୍ରବଳରୁ ଅତିପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଭୂଷ୍ଖଳନ ଓ ବନ୍ୟା ସମ୍ଭାବିତ ଅଞ୍ଚଳରୁ ୫୦୦ ଲୋକଙ୍କୁ ସ୍ଥାନାନ୍ତର କରିଛି ଜିଲ୍ଲା ପ୍ରଶାସନ। ୧୨ଟି ଗାଁ ଓ ୪ ବ୍ଲକର ଲୋକଙ୍କୁ…

ଗଜପତି: ପଦ୍ମପୁର ଗାଁ ହରିଜନ ସାହିର ଚିନ୍ତାଡା ରାମରାଓଙ୍କ ଦୁଃଖ କହିଲେ ନସରେ, ଆଶାବାଡି ହିଁ ଏକମାତ୍ର ସାହା

ଗଜପତି: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ହରିଜନ ସାହିରେ ଚିନ୍ତାଡା ରାମରାଓଙ୍କ ଘର । ସେ ପୂର୍ବରୁ ଟ୍ରକର ହେଲପର ଭାବେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ଭାଗ୍ୟର ଖେଳ ୧୯୯୫ ମସିହାରେ ଟ୍ରକରୁ ଖସିପଡିବାରୁ ତାଙ୍କ ଅଣ୍ଟା ଭାଙ୍ଗିଗଲା ଆଉ…

କେବେ ହେବ ପୋଖରୀ ପୁନଃଉଦ୍ଧାର? ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇକିବି ପାଲଟିଛି ଅଳିଆ ଗଦା

ଗଜପତି: ଗଜପତି । ଜିଲ୍ଲାର ନାମକରଣ ହିଁ ରାଜବଂଶର ନାମରେ । କାରଣ ଗଜପତି ରାଜବଂଶୀୟ ଯାହା କରି ଯାଇଛନ୍ତି ଏହି ଗଜପତି ମାଟି ପାଇଁ ସବୁ ବେଳେ ଏଠାକାର ଜନସାଧାରଣ ରୁଣି । ତେବେ ଏହି ରାଜବଶିଂୟଙ୍କ ଅନେକ ଅବଦାନ ମଧ୍ୟରୁ ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ପୋଖରୀ ଖନନ…

ଆସାମ ଫେରି ପାରୁନାହାଁନ୍ତି ୫ଟି ପରିବାର, ଟଙ୍କା ନଥିବାରୁ ଦୀର୍ଘ ୬ମାସ ହେବ ଫଶି ରହିଛନ୍ତି ଗଜପତି ଜିଲ୍ଲାର ଗୁମ୍ମା…

ଗଜପତି: କରୋନା ମହାମାରୀ ଅନେକ ପରିବାରକୁ ପାଇଁ ଅନେକ ଅସୁବିଧା ଆଣିଦେଇଛି । କିଏ ନିଜ ଜୀବାକାକୁ ନେଇ ହତାସ ତ ଆଉ କିଏ ନିଜ ଭିଟାମାଟିକୁ ଫେରିବାକୁ ଛଟପଟ । ତେବେ ଗଜପତି ଜିଲ୍ଲାରୁ ଭିନ୍ନ ଏକ ପରିସ୍ଥିତି ଦେଖିବାକୁ ମିଳିଛି କରୋନା ମହାମାରୀରେ ହନ୍ତସନ୍ତ ହୋଇଥିବା ଆସାମରୁ ବୁଲିବା ପାଇଁ…