ଆଜି ଶ୍ରୀନଅରରେ ଗଜପତି ମହାରାଜଙ୍କ ଦେବାଭିଷେକ ନୀତି, ରାଜ ପୁରୋହିତ ଗଜପତିଙ୍କୁ ବନ୍ଦାପନା ସହ କରିବେ ଅଭିଷେକ
ଆଜି ଶ୍ରୀନଅରରେ ଗଜପତି ଦିବ୍ୟସିଂହ ଦେବଙ୍କ ଦେବାଭିଷେକ ନୀତି କରାଯିବ । ପାରମ୍ପରିକ ରୀତିରେ ରାଜ ପୁରୋହିତ ଗଜପତିଙ୍କୁ ବନ୍ଦାପନା କରିବା ସହ ଅଭିଷେକ କରାଇବେ । ପୌଷ ପୂର୍ଣ୍ଣମୀ ଦିନ ମହାପ୍ରଭୁଙ୍କର ଦେବାଭିଶେକ ହୋଇଥିବା ବେଳେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତିଙ୍କର ମଧ୍ୟ ରାଜଭିଷେକ କରାଇବେ…